ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଲକ୍ଷ୍ମୀପୁର (ମଣ୍ଟି ଖରା): ଲକ୍ଷ୍ମୀପୁରବ୍ଲକ୍ ଅନ୍ତର୍ଗତ ତୟାପୁଟ୍ ଗ୍ରାମପଞ୍ଚାୟତର ଡୁମ୍ବରିପଦର ଗ୍ରାମରେ ଅଭାବନିୟ ଘଟଣା ଘଟିଛି ।

ଏହି ଗ୍ରାମରେ ଆଜି ସକାଳେ ତୟାପୁଟ ଗ୍ରାମର ଟୁନା ଖସ୍ଲା ନାମକ ବ୍ୟକ୍ତିର ମୃତ ଦେହ ଦେଖିବାକୁ ମିଳିଛି | ଲକ୍ଷ୍ମୀପୁର ପୋଲିସ ସହ ଅନ୍ୟ କର୍ମଚାରୀ ଅନୁଧ୍ୟାନ କରୁଛନ୍ତି । କିନ୍ତୁ ମୃତ ବ୍ୟକ୍ତିର ପରିବାର ବର୍ଗ ଏହାକୁ ମର୍ଡର କରାଯାଇଛି ବୋଲି ଅଭିଯୋଗ କରୁଛନ୍ତି ।

Comments are closed.