Related Contents

ରେଳଧାରଣାରୁ ମୃତ ଦେହ ଉଦ୍ଧାର

ଟିଟିଲାଗଡ଼ (ଓଡିଶା ନ୍ୟୁଜ୨୪): ବଲାଙ୍ଗୀର ଜିଲାର ଟିଟିଲାଗଡ଼ ରେଳଧାରଣାରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିଲେ ମଧ୍ୟ ପାଖରେ ଥିବା ଏକ ଖାତାରେ ନିଶାନ୍ତ ପାତ୍ର ବୋଲି ଲେଖା ଯାଇଛି। ଏଥିସହିତ ତାଙ୍କ ନିକଟରେ ଗୋଟିଏ ବାଇକ୍ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.