Friday, March 29, 2024

Top 5 This Week

Related Posts

ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସାକ୍ଷାତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୪) : ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ତଥା 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କୁ ୧୫ ଟି ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ସାକ୍ଷାତ କରିଛନ୍ତି ।WhatsApp Image 2022 04 09 at 10.41.43 AM ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସାକ୍ଷାତ

ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ ଓ ଉପାଧ୍ୟକ୍ଷ କୁନ୍ତଳା ମଲ୍ଲିକ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଥିଲେ । ଶ୍ରୀ ପାଣ୍ଡିଆନ ଏମାନଙ୍କୁ ପରାମର୍ଶ ଦେଇଥିଲେ କି ଲୋକ ଙ୍କ ସମସ୍ୟା କୁ ବୁଝ ଓ ସମସ୍ୟା ର ସମାଧାନ କର । ସରକାର ଙ୍କ ବିଭିନ୍ନ ଯୋଜନା ଯେଭଳି ଲୋକ ଙ୍କ ପାଖରେ ପହଞ୍ଚିବ ତାହା ପାଇଁ ଉଦ୍ୟମ କରିବାକୁ ସେ ପ୍ରବର୍ତ୍ତାଇ ଥିଲେ । ୧୫ ଜିଲ୍ଲା ର ସଭାପତି ଓ ଉପ ସଭାପତି ମଧ୍ୟ ପାଣ୍ଡିଅନ ଙ୍କୁ ସାକ୍ଷାତ କରିଥିଲେ ।

Popular Articles