Friday, March 29, 2024

Top 5 This Week

Related Posts

ରମନାକୁପୁଲି ଗ୍ରାମ ପ୍ରାଥମିକ ବିଦ୍ୟାଳୟ ୩ ଦିନିଆ ସିଏସସି ସଭା ଅନଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମ କଟକ, (୭/୪) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ରମନାକୁପୁଲି ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ୧୨ ଜଣିଆ କମିଟି ପକ୍ଷରୁ ସରକାରଙ୍କ ନିୟମ ଅନୁସାରେ ୩ ଦିନିଆ ସି ଏସ ସି ସଭା ପରିଚାଳନା କରିଥିଲେ |5fd3c725 ba62 44bf aef2 89e1d6ffb8db ରମନାକୁପୁଲି ଗ୍ରାମ ପ୍ରାଥମିକ ବିଦ୍ୟାଳୟ ୩ ଦିନିଆ ସିଏସସି ସଭା ଅନଷ୍ଠିତ

ରମନାକୁପୁଲି ଗ୍ରାମ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ହରିସ ଚନ୍ଦ୍ର ପିଡିକାକା, ଶ୍ରୀମତୀ ଶାନ୍ତି ଲତା ବେଡ୍ରେକା, ପିଆର ସଦସ୍ୟ ଗୋରୀ ପିଦିକାକ, ସଭାପତି ଶ୍ରୀ ସୋନପୁର ପିଡ଼ିକାକା, ଉପସଭାପତି ଶ୍ରୀ ମତି ଅନିତା ପିଡିକାକା, ନିଦ୍ରା ମୁଣ୍ଡିକା ଓ ମା ମାନେ ଉପସ୍ଥିତ ରହିଥିଲେ । ମାଁ ମାନଙ୍କୁ ପିଲାମାନେ ସ୍କୁଲ ଯାଇଛନ୍ତି କି ନାହିଁ, ମାଷ୍ଟର ଓ ପିଲା ମାନଙ୍କ ମଧ୍ୟରେ ସ୍କୁଲରେ କିପରି ସୁସମ୍ପର୍କ ରହିବ, ପିଲା ମାନଙ୍କୁ ସ୍କୁଲକୁ ସଫା ସୁତୁରା କରି ମା ମାନେ କିପରି ପଠେଇବା ଆଦି ବିଷୟରେ ବୁଝାଇ ଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles