Friday, March 29, 2024

Top 5 This Week

Related Posts

ମାଜଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୮/୦୪) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ସହର ର ରେ ଥିବା (ପି ୟୁ ପି ଏସ) ମାଜଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।1c93da0c 95e3 4526 b66f 69f5483f1b6c ମାଜଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

କାଶୀନଗର ସହର ର ରେ ଥିବା ମାଜଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଜୁନିଅର ଓ ସିନିୟର୍ ବର୍ଗରେ ଦୌଡ, କ୍ରିକେଟ, କବାଡି ଓ ଛାତ୍ରୀ ମାନଙ୍କ ମ୍ୟୁଜିକଲ ଚେୟାର, ଦଉଡ଼ି ଖେଳ ପ୍ରତିଯୋଗିତା କରାଯାଇଛି । କୃତି ଛାତ୍ର ଓ ଛାତ୍ରୀ ଙ୍କୁ ଆଗାମୀ ମଙ୍ଗଳବାର ଦିନ ଏକ ଉତ୍ସବ ରେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ତରଫରୁ ସୂଚନା ମିଳିଛି । ଶିକ୍ଷକ ମଧୁ, ରାମା ରାଓ, ଶିକ୍ଷୟତ୍ରୀ ମମତା, ଶ୍ରୀଦେବୀ, ସାରଦା, ସ୍ୱାତି, ପ୍ରତିମା ବିଦ୍ୟାଳୟ ର ଏହି ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରତିଯୋଗିତା କୁ ସୁଚାରୁ ରୂପେ ତୁଲାଇ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles