ମାଁ ଦକ୍ଷିଣ କାଳୀ ଦଣ୍ଡନାଚ ବିଷମକଟକ ଠାରେ ଅନୁଷ୍ଟିତ

0
182
ମାଁ ଦକ୍ଷିଣ କାଳୀ

ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମକଟକ, (୬ / ୪) : ରାୟଗଡା ଜିଲ୍ଲା ର ବିଷମକଟକ ରେ ମାଁ ଦକ୍ଷିଣ କାଳୀ ଦଣ୍ଡନାଚ ଓ ଭାରତ ନୀଳ ଅନୁଷ୍ଟିତ ହୋଇଥିଲା ।e75ffdf1 789b 4d9c b853 59055002a445 ମାଁ ଦକ୍ଷିଣ କାଳୀ ଦଣ୍ଡନାଚ ବିଷମକଟକ ଠାରେ ଅନୁଷ୍ଟିତ

ବିଷମ କଟକ କାନ୍ତ୍ରକ୍ଟ୍ରାର ଶ୍ରୀ ବୃଦା ପଟ୍ଟନାୟକ ଓ କମିଟି ପକ୍ଷରୁ ଏବଂ ବିଷମ କଟକ ଗ୍ରାମବାସୀ ମାଁ ଦକ୍ଷିଣ କାଳୀ ଦଣ୍ଡନାଚ, ବାଲି ଦଣ୍ଡ ଓ ପାଣି ଦଣ୍ଡ ଗୋଟଏ ଦିନ ଧରି ଚାଲିଥିଲା । କୋଭିଡ ୧୯ ଯୋଗୁ ୨ ୟ ବର୍ଷ ଧରି ବନ୍ଦ ରହିଥିଲା l ଏହି ଦଣ୍ଡନାଚ ରେ ୪୦ ଜଣ ଦଣ୍ଡ ଧାରି ପାଟଖଣ୍ଡା ଓ କମିଡି ମଧ୍ୟ ରହିଛି । ବର୍ତ୍ତମାନ ଲୋକ ମାନେ କୋଭିଦ୍ କୋଲ ହେବା ପରେ ଲୋକ ମାନଙ୍କ ମନରେ ଆନନ୍ଦ ର ସହିତ ଉପଭୋଗ କରିଥିଲେ ଏବଂ ବିଷମକଟକ ରୁ ସମସ୍ତ ଗ୍ରାମବାସୀ ରାୟଗଡା ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି |