ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ, (୦୭/୦୪) : ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ରେ ଗ୍ରାମବାସୀ ମାନଙ୍କ ସହଯୋଗ କ୍ରମେ ପୁଣି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଣ୍ତଯାତ୍ରା ଜୟ ଜଵ।ନ ସାଂସ୍କୃତିକ ଅ।ସୋସିଏସନ୍ ର କର୍ମକର୍ତା ଙ୍କ ସହଯୋଗ ରେ ବହୁ ଉତ୍ସ।ହ ସହ ପାଳିତ ହୋଇ ଯାଇଛି ।
ଏହି ଯାତ୍ରା କୁ ସାଂସ୍କୃତିକ ସଂଘ ର କର୍ମକର୍ତା ଶ୍ରୀ ରାଜକିଶୋର ଅମାତ, ସତ୍ୟନାରାୟଣ ପ୍ରଧାନ, ବିସ୍ନୁଦେବ୍ ଭୋଇ, ରାକେଶ କୁମାର ପ୍ରଧାନ ପରିଚାଳନା କରିଥିଲେ ଏବଂ ୧୩ ନମ୍ବର ୱାର୍ଡ ସଭ୍ୟ ଶ୍ରୀ ସଂଜୀବ କୁମାର ଦନୟକ, ୧୪ ନମ୍ବର ୱାର୍ଡ ସଭ୍ୟ ଶ୍ରୀ ସରୋଜ ଭୋକ୍ତା ସହଯୋଗ କରିଥିଲେ ।