Advertisements
Tuesday, June 2, 2020
Home Education & Literacy ଲକ୍ଷ୍ମୀପୁର ମହାବିଦ୍ୟାଳୟର +୨ବିଜ୍ଞାନ ପରୀକ୍ଷା ଆରମ୍ଭ

ଲକ୍ଷ୍ମୀପୁର ମହାବିଦ୍ୟାଳୟର +୨ବିଜ୍ଞାନ ପରୀକ୍ଷା ଆରମ୍ଭ

ଲକ୍ଷ୍ମୀପୁର (ମଣ୍ଟି ଖରା): ଲକ୍ଷ୍ମୀପୁର ମହାବିଦ୍ୟାଳୟରେ +୨ ବିଜ୍ଞାନ ବିଭାଗର ପଦାର୍ଥବିଜ୍ଞାନ ପରିକ୍ଷା ଦିନ ପ୍ରବେଶ ଫାଟକରେ ଛାତ୍ରଛାତ୍ରୀମାନଙ୍କୁ କଡାଯାଞ୍ଚ କରାଯାଇଥିଲା |

ଛାତ୍ରଛାତ୍ରୀଙ୍କୁ କୌଣସି ଚିଠା କିମ୍ବା ମୋବାଇଲ ଫୋନରୁ ଦୁରେଇ ରହିବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ | ତା ସହିତ ସମସ୍ତ ସହକର୍ମିଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ | ଛାତ୍ରଛାତ୍ରୀମାନଙ୍କ ଅଭିବାଭିକ ମାନଙ୍କୁ ୧୦୦ମିଟର୍ ଦୁରରେ ରହିବା ପାଇଁ କୁହା ଯାଇଥିଲା | ଏହି ମହାବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ କର୍ମଚାରି ମାନେ ନିୟୋଜିତ ହୋଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: