Advertisements
Tuesday, June 2, 2020
Home headline କୈଳାସପୁର ଘାଟିରେ ସାଇକିରଣ ବସଦୁର୍ଘଟଣା ଗ୍ରସ୍ତ , ଯାତ୍ରୀ ସୁରକ୍ଷିତ

କୈଳାସପୁର ଘାଟିରେ ସାଇକିରଣ ବସଦୁର୍ଘଟଣା ଗ୍ରସ୍ତ , ଯାତ୍ରୀ ସୁରକ୍ଷିତ

କୋଲନରା(ଗୋପୀନାଥ କାନ୍ଦାଗିରି): ରାୟଗଡା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ଘାଟିରେ ଡଙ୍ଗରଲେକାପାଇ ଗ୍ରାମ ନିକଟରେ ସାଇକିରଣ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ହେଲେ ଏକ ବଡ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛି |

ବସ ଚାଳକ ଓ ବସ ଯାତ୍ରୀ କହିବା ଅନୁସାରେ ବସଟି ଘଟି ଓହ୍ଲାଉଥିବା ସମୟରେ ଗୋଟିଏ ବୁଲାଣିଜାଗାରେ ବିପକ୍ଷ ପଟରୁ ଆସୁଥିବା ମୁତେଳିଆମ୍ବା ବସ ଆସୁଥିଲା | ସେ ବସକୁ ଜଣେ ବାଇକ ଚାଳକ ଓଭରଟେକ କରି ଆସିଯିବାରୁ ତାକୁ ବଞ୍ଚେଇବାକୁ ଯାଇ ସାଇକିରଣ ବସଟି ବାମପାଖକୁ ଚାଲିଯାଇଥିଲା | ଭାଗ୍ୟବଶତଃ ସେଠାରେ ମାଟିକାମ ଚାଲୁଥିବାରୁ ଗଦା ହୋଇଥିବା ମାଟି ଉପରକୁ ଚଢ଼ିଯାଇଥିଲା | ତେଣୁ କେହି ବସ ଯାତ୍ରୀ ଆହତ ହୋଇନାହାନ୍ତି ସମସ୍ତେ ସୁରକ୍ଷିତ ଅଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: