ଗୁମ୍ମା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0
201
ଗୁମ୍ମା ଠାରେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୬/୦୪) : ଆଜି ଗଜପତି ଜିଲ୍ଲା ର ଗୁମ୍ମା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଯାଇଅଛି ।1bac10fb f6a3 4388 9ab7 793a58eb5837 ଗୁମ୍ମା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଏହି କାର୍ଯ୍ୟକ୍ରମ କୁ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ ଉଦ୍ଘାଟନ କରିଥିଲେ । ଗୁମ୍ମା ଠାରେ ବ୍ଲକ ଅଧ୍ୟକ୍ଷା ଦୁଇଟି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ, ଗୁମ୍ମା ବି ଡ଼ି ଓ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଡ଼ା ତିରୁପତି ପାଣିଗ୍ରାହୀ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ରୁ ବହୁ ଭିନ୍ନକ୍ଷମ ଯୋଗ ଦେଇଥିଲେ ।

ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ସହ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଉଛି । ବ୍ଲକ ଅଧ୍ୟକ୍ଷା ଓ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଜଣେ ଭିନ୍ନକ୍ଷମଙ୍କ ସହ ବର୍ତଲପ କରି ତାଙ୍କ ସମସ୍ୟା ବୁଝିଥିଲେ ।