Advertisements
Tuesday, June 2, 2020
Home headline ନବ ବିବାହିତା ବଧୁର ଆତ୍ମହତ୍ୟା ଅଭିଯୋଗ

ନବ ବିବାହିତା ବଧୁର ଆତ୍ମହତ୍ୟା ଅଭିଯୋଗ

ଧର୍ମଗଡ (ଯୁବରାଜ ଅଗ୍ରୱାଲ): କଲାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ଗ୍ରାମରେ ଆଜି ସକାଳେ ଘଟି ଯାଇଛି ଏକ ଅଭନୀୟ ଘଟଣା |

ପାଦରୁ ଅଳତା ଲିଭି ନ ଥିଲା କି ମଥାରୁ ସିନ୍ଦୁର ଲିଭି ନ ଥିଲା,ଟେମରା ଗ୍ରାମର ଦେବ ଚଣ୍ଡିଙ୍କ ଝିଅ ତାରାର ବିବାହ ଗତ ୩ତାରିଖରେ ଧୁମଧାମରେ ଜୟନ୍ତପୁର କଲୋନିପଡାର ସାମନ୍ତ ସହ ବୈଦିକ ରିତିନିତିରେ ହୋଇଥିଲା। ବିବାହ ସରିବା ପରେ ଚଉଠି ରାତି ପୁର୍ବରୁ ହଠାତ ନବବଧୁ ଶୋଇବା ଘର ଭିତରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଲିଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ଥିବାବେଳେ କୋକସରା ପୋଳିସ ପହଞ୍ଚି ତଦନ୍ତ ଜାରିରଖିଛି ଓ ପରିବାରବର୍ଗ ଙ୍କୁ ପଚରାଉଚରା ସହ ଝିଅ ଘର ଲୋକମାନଙ୍କୁ ଖବର ଦେବା ସହ ଘଟଣାକୁ ଅତି ସମ୍ବେଦନଶିଲ ଭାବରେ ଗ୍ରହଣ କରି ତଦନ୍ତ ଜାରି ରଖିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: