Advertisements
Tuesday, June 2, 2020
Home headline ଯୁବଗୋଷ୍ଠୀଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଯୁବଗୋଷ୍ଠୀଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ବୈପାରୀଗୁଡା (ଏନ ସନ୍ତୋଷ): ବୈପାରୀଗୁଡା ଫ୍ରେଣ୍ଡ୍ସ କ୍ଲବ ୟୁନିଟ ପକ୍ଷରୁ ସ୍ଥାନୀୟ ପଶ୍ଚିମେଶ୍ବର ମନ୍ଦିର ସଫେଇ କାର୍ଯ୍ୟକ୍ରମ କରାଯାଇଛି |

କ୍ଲବର ସମସ୍ତ ସଭ୍ୟ ଓ ସରପଞ୍ଚ ଭାଗିରଥ ମୁରଜିଆ ଏହି ସଫେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ମନ୍ଦିର ପରିବେଶରେ ଥିବା ଅଦରକାରୀ ସାମଗ୍ରୀ, ପଲିଥିନ, ଅନାବନା ଜିନିଷକୁ ପୋଡି ନଷ୍ଟ କରାଯାଇଛି | ମନ୍ଦିର ନିକଟରେ ଥିବା ପୋଖରୀ ଚାରିପାଖରେ ମଧ୍ୟ ଥିବା ଆବର୍ଜନାକୁ ଗାଁ ବାହରକ୍କୁ ନେଇ ଫୋପାଡ଼ି ଦିଆଯାଇଛି | ଗତ କିଛି ଦିନ ପୂର୍ବେ ଯୁବଗୋଷ୍ଠୀଙ୍କ ସ୍ମସାନ ସଫେଇ ପରେ ଆଜି ମନ୍ଦିର ସଫେଇକୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ କ୍ଲବ ର ସଭାପତି ମଧୁସୂଦନ ରାଉତ, ନେତାଜୀ କ୍ଲବ ର ସଭାପତି ଭୀମସେନ ହରିଜନ, ରବି ସାଗରିଆ, ସନ୍ତୋଷ ହରିଜନ, ସହ ଗ୍ରାମବାସୀ ମଧ୍ୟ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତିଙ୍କ ବିଦାୟ କାଳୀନ ସମ୍ଭର୍ଦ୍ଧନା

ରିପୋର୍ଟ: ଏନ. ସନ୍ତୋଷ କୁମାର //ବୈପାରୀଗୁଡା (୦୨/୦୬): ବୈପାରୀଗୁଡା ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯାଳୟରେ ଗତ ଶନିବାର ଦିନ ଶିକ୍ଷା ଅଧିକାରୀ ସୁଧୀର ଚନ୍ଦ୍ର ରଥଙ୍କ ଅଧକ୍ଷତାରେ ପ୍ରଧାନ...

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: