Thursday, March 28, 2024

Top 5 This Week

Related Posts

କାଶୀନଗର ବ୍ଲକ ଅଧ୍ୟକ୍ଷା ଓ ଉପ ଅଧ୍ୟକ୍ଷାଙ୍କ ସହ ପୌର ଅଧ୍ୟକ୍ଷଙ୍କ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୪) : ଗତ ସୋମବାର ଦିନ କାଶୀନଗର ବ୍ଲକ ଅଧ୍ୟକ୍ଷା ଓ ଉପ ଅଧ୍ୟକ୍ଷାଙ୍କ ସହ ପୌର ଅଧ୍ୟକ୍ଷ ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଓ ଗଜପତି ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ସାକ୍ଷାତ କରିଛନ୍ତି ।WhatsApp Image 2022 04 05 at 9.31.11 AM କାଶୀନଗର ବ୍ଲକ ଅଧ୍ୟକ୍ଷା ଓ ଉପ ଅଧ୍ୟକ୍ଷାଙ୍କ ସହ ପୌର ଅଧ୍ୟକ୍ଷଙ୍କ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ

ପ୍ରକାଶ ଥାଉ କି ଗତ ଫେବୃଆରୀ ମାସ ରେ ପଞ୍ଚାୟତ ନିର୍ବାଚନ ସାରିଥିଲା । ଏଣୁ କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟମ୍ମା ଓ ଉପାଧ୍ୟକ୍ଷ ଶ୍ରୀମତୀ ଏସ. କଲ୍ୟାଣୀ ଓ କାଶୀନଗର ବ୍ଲକରୁ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ ମନ୍ତ୍ରୀଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ ଭୁବନେଶ୍ୱର ରେ କରିଛନ୍ତି । ହାଇଟେକ୍ ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ ମଧ୍ୟ ଏହି ଦଳ ରେ ସାମିଲ ହୋଇଛନ୍ତି ।

ଏମାନେ ସମସ୍ତେ ପୁରୀ ଯାଇ ଜଗନ୍ନାଥ ଙ୍କୁ ପ୍ରଥମେ ଦର୍ଶନ କରିବା ସହ ଶ୍ରୀ ଜେନା ଓ ସବ୍ୟସାଚୀ ଙ୍କୁ ଦେଖା କରି ବ୍ଲକର ପାଇଁ ବହୁତ୍ ଅନୁଦାନ ଦେବାକୁ ଅନୁରୋଧ କରିଛନ୍ତି । କାଶୀନଗର ବ୍ଲକର ବିକାଶ ରେ ସହଯୋଗ କରିବାକୁ ଅଧ୍ୟକ୍ଷ ଶ୍ରୀମତୀ ବାଲା ସାୟମ୍ମା ପ୍ରସ୍ତାବ ଦେଇଛନ୍ତି ।

Popular Articles