Related Contents

କୁକୁଡ଼ା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ଲମତାପୁଟ (କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକର ଡାବୁଗୁଡା ନିକଟରେ ସକାଳ ତିନିଟାରେ ନାର୍ସିପାଟଣାରୁ ଜୟପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ କୁକୁଡ଼ା ବୋଝେଇ ଟ୍ରକ (ସିଜି ୧୭ କେଏମ ୨୧୫୨) ଓଲଟି ପଡ଼ିଛି ।

ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଡ଼୍ରାଇଭର ଜଣକ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ରାଣିତୋଟା ଫାଣ୍ଡି ଅଧିକାରୀ ଏଏସ୍ଆଇ ନିଳ ମହାନ୍ତି ନିଜ ପୋଲିସ ଟିମ ସହିତ ଆସି ତଦନ୍ତ ଆରମ୍ଭ କରିଛନ୍ତି |

Comments are closed.