Related Contents

ପାଣ୍ଡରାଣୀରେ ମହିଳା ଦିବସ ପାଳିତ

ଲୋଇସିଂହା(ବିମଳେନ୍ଦୁ ସାହୁ): ଲୋଇସିଂହା ବ୍ଲକ କୁଟେନପାଲି ପଂଚାୟତର ପଣ୍ଡରାଣୀ ଗାଁରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।

ବିଜେଡି ନେତ୍ରୀ ବଇତରାଣୀ ମେଘଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହିଳା ସମାବେଶରେ ଶତାଧିକ ମହିଳା ଯୋଗ ଦେଇ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ଅବଗତ ହୋଇଥିଲେ । ବିଜେଡି ଜିଲା ଉପସଭାପତି ପ୍ରଦୀପ ଗୁରୁ ଏବଂ ସାଂସଦ ପ୍ରତିନିଧି ପ୍ରବୀର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଆୟୋଜିତ ଏହି ସମାରୋହରେ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସମେତ ବିଭିନ୍ନ ବର୍ଗର ମହିଳା ମାନେ ଯୋଗ ଦେଇଥିଲେ ।

Comments are closed.