Advertisements

କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଗଲା ପାଥୋଲୋଜି ବିଭାଗ

କଟକ(ସତ୍ୟଜିତ ବାରିକ): କଟକ ଶ୍ରୀରାମ ଚନ୍ଦ୍ର ଭଞ ଭେଷଜ ମହାବିଦ୍ୟାଳୟ ଓ ବଡ଼ ମେଡିକାଲରେ ପାଥୋଲୋଜି ବିଭାଗ ଜଳି ପାଉଁଶ ହୋଇଯାଇଛି । ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।

ତେବେ ଅଗ୍ନିକାଣ୍ଡକୁ ନେଇ ତର୍ଜମା ଚାଲିଥିବା ବେଳେ ସର୍ଟଶର୍କିଟ ଯୋଗୁ ଏପରି ଘଟିଥିବା ବୋଲି କୁହାଯାଉଛି। ପାଥୋଲୋଜି ବିଭାଗର ଗୁରୁତ୍ୱପୂର୍ଣ୍ଣ ସାଇଟୋଲୋଜି ୟୁନିଟ୍‌ରେ(ଯେଉଁଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଶ ଅଗ୍ନିକାଣ୍ଡ ଘଟିଛି। ରାତିସାରା ଏସି ଚାଲୁ ରହିଥିବାରୁ ଏଥିରୁ ସର୍ଟଶର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisements

Comments are closed.