Advertisements
Saturday, July 4, 2020
Home Government News ପାଣି ପାଇଁ ପ୍ରତିଯୋଗିତା, ଗୋଟିଏ ନଳକୂପ ୯୦ପରିବାର

ପାଣି ପାଇଁ ପ୍ରତିଯୋଗିତା, ଗୋଟିଏ ନଳକୂପ ୯୦ପରିବାର

ଲମତାପୁଟ (କପିଳେନ୍ଦ୍ରଦେବ ସାମନ୍ତରାୟ): ପାଣି ପାଇଁ ପ୍ରତିଯୋଗିତା ।‌‌ ଲମତାପୁଟ। ସକାଳ ହେଲେ ପାଣି ପାଇଁ ପ୍ରତିଯୋଗିତା ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଅନ୍ତର୍ଗତ ପେଟା ପଞ୍ଚାୟତର ମୁର୍ଯା ଗ୍ରାମରେ । ଏହି ଗ୍ରାମରେ ପ୍ରାୟ ନବେ (୯୦) ପରିବାର ବାସ କରନ୍ତି । ଗ୍ରାମରେ ମାତ୍ର ଦୁଇ ଟି ନଳକୂପ । ସେଥିମଧ୍ୟରୁ ଗୋଟିଏ ନଳକୂପ ଖରାପ ହୋଇକି ମାଟି ତଳେ ଅଧା ପୋତି ହୋଇଯିବା ଆଉ ମାତ୍ର ଗୋଟାଏ ନଳକୂପ ଉପରେ ନିର୍ଭର କରନ୍ତି ପ୍ରାୟ ନବେ ପରିବାର । ତେଣୁ ଲୋକେ ବାଧ୍ୟ ହୋଇ କି ଚୁଆ ପାଣି ବ୍ୟବହାର କରୁଛନ୍ତି । ଫଳରେ ଗ୍ରାମବାସୀମାନେ ଅନେକ ରୋଗର ଶିକାର ହେଉଛନ୍ତି । ସବୁଠାରୁ ଦୁଃଖର ବିଷୟ ଏହି ଗ୍ରାମରେ ଦୁଇ ଜଣ ପୁର୍ବତନ ସରପଞ୍ଚ ଓ ଜଣେ ସମିତି ସଭ୍ୟ ଅଛନ୍ତି । ବର୍ତ୍ତମାନ ଏହି ଗ୍ରାମର ହିଁ ସରପଞ୍ଚ ଓ ସମିତି ସଭ୍ୟ ପଦରେ ଅଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: