Advertisements
Wednesday, July 8, 2020
Home Development ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ମାନସିକ ଚାପର କାରଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ-ନବରଙ୍ଗପୁର

ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ମାନସିକ ଚାପର କାରଣ ଓ ନିରାକରଣ କର୍ମଶାଳା ଅନୁଷ୍ଠିତ-ନବରଙ୍ଗପୁର

 

ନବରଙ୍ଗପୁର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ମାନସିକ ଚାପର କାରଣ ନିରାକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ମଉଣ୍ଟାବୁ ମେଡିଆସେଲ କୋଡ଼ିନାଟର ବ୍ରହ୍ମ କୁମାର ସୁଶାନ୍ତ ଭାଇ ଏବଂ ପ୍ରିୟଙ୍କାଜି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସହରର କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ବରେ ଅନୁଷ୍ଠାନର ନିଲମଜି ସ୍ୱାଗତ ଭାଷଣ ଦେବା ସହ କର୍ମଶାଳା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଦିଲ୍ଲୀ ଟ୍ରସମାନଜମେଣ୍ଟ ୱର୍କସପରେ ଦିଗଦର୍ଶନ ଦେଉଥିବା ପ୍ରିୟଙ୍କାଜି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଗଣମଧ୍ୟମ ପ୍ରତିନିଧି ମାନଙ୍କୁ  ସକାରାତ୍ମକ ଖବର ପରିବେଷଣ କରିବାକୁ ଆହ୍ଵାନ ଦେଇଥିଲେ। ବ୍ରହ୍ମ କୁମାର ସୁଶାନ୍ତ ଭାଇ ତାଙ୍କ ବକ୍ତବ୍ୟରେ ସ।ମ୍ବାଡିକତା ସହ ଅଧ୍ୟାତ୍ମିକତାକୁ ଯୋଡିବାକୁ ପରାମର୍ଶ ଦେଇଥିଲେ। ଶେଷରେ ବ୍ରହ୍ମ କୁମାରୀ ଗୀତାଜି ଧନ୍ୟବାଦ ଅର୍ପଣ କରିଥିଲେ।

<

p class=”MsoNormal” style=”text-align: right;”>(Ref:A.Satish )

 

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: