Advertisements
Sunday, July 5, 2020
Home Death Case ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

ଧର୍ମଗଡ଼ (ଯୁବରାଜ ଅଗ୍ରୱାଲ): ସରକାର ବିଭିନ୍ନ ଯୋଜନା କରି ଚାଲିଛନ୍ତି, ହେଲେ ବାହାର ଦେଶକୁ ଦାଦନ ଖଟି ଯାଉଛନ୍ତି ଲୋକେ କାମରେ ଆସି ପାରୁନି ସରକାରଙ୍କ ଯୋଜନା କି ଥମୁନି ଦାଦନ ଶ୍ରମିକଙ୍କ ମୃତ୍ୟୁ |

ସେହିପରି ଆଜି ପୁଣି ଜଣେ ଦାଦନର ଶବ ଗାଁକୁ ଫେରିଥିବାବେଳେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡିଥିଲା । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ମୁଷାପାଲି ଗାଁରେ । ମୁଷାପାଲି ଗାଁର ଜଣେ ଶ୍ରମିକ ଅକାଳୁ ସୁନାନୀ (ବୟସ ୪୫) ପଡୋଶି ରାଜ୍ୟ ହାଇଦ୍ରାବାଦର ଏକ ଘରୋଇ କମ୍ପାନିରେ ଠିକା ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ରବିବାର ଦିନ ମୃତ୍ୟୁ ହୋଇଥିଲା । ମୃତ ଦାଦନର ୩ ପୁଅ ସହ ଗୋଟିଏ ଝିଅ ଥିବା ବେଳେ ପରିବାର ଏବେ ବେସାହାରା ହୋଇ ପଡିଛି । ଆଜି କମ୍ପାନି ଏକ ଆମ୍ବୁଲେନସ ଯୋଗେ ଶବକୁ ଆଣି ଗାଁରେ ପହଞ୍ଚିଥବା ବେଳେ ମୁଷାପାଲି ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ଶବ ଶତ୍କାର କରିବା ପାଇଁଁ ଦେଇଥିଲେ ପରିବାରର ମେରୁଦଣ୍ଡ ସତେ ଯେମିତି ଭାଙ୍ଗି ଯାଇଛି ଗାଁରେ ଶୋକାକୋଲ ପରିବେଶ ଛାଇଯାଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

Recent Comments

%d bloggers like this: