Thursday, March 28, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲାର “ପରୀକ୍ଷା ପେ ଚର୍ଚ୍ଚା”

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୧/୦୪) : ଜବାହରଲାଲ ନବୋଦୟ ବିଦ୍ୟାଳୟ ବୌଦ୍ଧର “ପରୀକ୍ଷା ପେ ଚର୍ଚ୍ଚା “କାର୍ଯ୍ୟକ୍ରମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଦୂରଦର୍ଶନ ପ୍ରସାରଣ କାର୍ଯ୍ୟକ୍ରମକୁ ପାଞ୍ଚ ସହ ଛାତ୍ର ଛାତ୍ରୀ, ସମସ୍ତ ଶିକ୍ଷକ, ଉପ ପ୍ରlଚାର୍ଯ୍ୟ, ପ୍ରାଚୁର୍ଯ୍ୟ ଦେଖିବା ସହ ପରୀକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରିଥିଲେ |f3072ec8 807c 41b2 b9d5 e15fdb61a071 ବୌଦ୍ଧ ଜିଲ୍ଲାର "ପରୀକ୍ଷା ପେ ଚର୍ଚ୍ଚା"

ଛାତ୍ର ଛାତ୍ରୀ ଙ୍କ ମାନସିକ ମାନସିକ ଚାପ ର ହ୍ରାସ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଶ୍ଚିତ ସହାୟକ ହେବ ବୋଲି ଛାତ୍ର ଛାତ୍ରୀ,ଶିକ୍ଷକ ଓ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜଲୀ ଟମି ଙ୍କୁ ଧନ୍ୟବାଦ ଦେବା ସହ ନୂତନ ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles