Related Contents

ରାଇକିଆରେ ପଞ୍ଚାୟତିରାଜ ଦିବସ ପାଳିତ

ରାଇକିଆ(ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରେ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ରାଇକିଆ ବିଡ଼ିଓ ରଶ୍ମିରଂଜନ ମହନ୍ତ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ମୋହନ ମଲ୍ଲିକ, ବେରେଡାକିଆ ପଂଚାୟତ ର ସମିତିସଭ୍ୟା ଗୀତାଞ୍ଜଳି ନାୟକ, ରାଇକିଆ ସମିତିସଭ୍ୟା ମିନି ନାୟକ, ରାଇକିଆ ପଂଚାୟତ ସରପଞ୍ଚ ପଂଚୁ ପଧାନ, ଏବଂ ଜିପଈଓ ରବିନ୍ଦ୍ରନାଥ ବେହେରାଙ୍କ ସହ ରାଜମୋହନ ଦିଗଲ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ଅନେକ ଜନସାଧାରଣ ଭାଗ ନେଇଥିଲେ ଓ ସମସ୍ତ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ |

Comments are closed.