Related Contents

ମାଣ୍ଡିଆରେ ତିଆରି ଖାଦ୍ୟର ଉପକାରିତା ସମ୍ପର୍କରେ ଦୁଇ ଦିନିଆ କର୍ମଶାଳା

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ସଦର ମହକୁମାରେ ଥିବା ଆଷାକିରଣ ଠାରେ ମାଣ୍ଡିଆ ତିଆରି ଖାଦ୍ୟର ପୃଷ୍ଟିକତା ଓ ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ ବ୍ୟବହାର କରିବା ପାଇଁ ଆଲୋଚନା କରାଯାଇଥିଲା।

ଏହା ମଧ୍ୟାହ୍ନ ଭୋଜନ ଓ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ଖାଦ୍ୟ ଆକାରରେ କିପରି ପ୍ରାଧାନ୍ୟ ଦିଆଯିବ ଓ ଅଧିକରୁ ଅଧିକ କେମିତି ବ୍ୟବହାର ହେବ ଏହା ସବୁ ଆଲୋଚନା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମେନ ଲକ୍ଷ୍ମୀ କୁମାରୀ ହନ୍ତାଳ ଆସିଡିଏସ୍ ସୁପର୍ଭାଇଜର୍ ଗିତା ଜାନୀ ଓୋସନ୍ କଡିନେଟର୍ ତ୍ରିନାଥ ତାରାପୁଟିଆ ପିଏଆଇଟି ଡିଏ କାରୁ ସୋରେନ ଓ ଅଙ୍ଗନବାଡ଼ି କର୍ମୀ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ। ଏହାକୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନ ଓ ଆସାକିରଣ ସୋସାଇଟି ପରିଚାଳନା କରିଥିଲେ |

Comments are closed.