Friday, March 29, 2024

Top 5 This Week

Related Posts

ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହିଦ ଦିବସ ପାଳିତ

ରିପୋର୍ଟ : ନରତ୍ତମ ପାଢୀ //
ମୁନିଗୁଡା, (୨୯/୩) : ଶହୀଦ ଲକ୍ଷ୍ମଣ ନାୟକ କ୍ଲବ ର ସଭାପତି ପଦ୍ମନାଭ ବେହେରା ସଭାପତିତରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମୁନିଗୁଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଶ୍ରୀ ସ୍ବରଶ୍ପତି ଶବର ଯୋଗ ଦେଇଥିଲେ ।7ac61395 4ce7 4228 afb1 c426ec6b97d2 ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହିଦ ଦିବସ ପାଳିତ

ସମ୍ମାନିୟ ଅତିଥି ମୁନିଗୁଡା ଆଇଆଇସି ସୁଜ୍ଞନୀ ସାହୁ, ଉପାଦକ୍ଷ ପଞ୍ଚାୟତ ସମିତି ମୁନିଗୁଡା ଆଦର୍ଶ କୁଶୁଲିଆ, ମୁଖ୍ଯ ଭକ୍ତା ରାଜେନ୍ଦ୍ର ଦାଶ, ସ୍କୂଲ ର ଛାତ୍ରଛାତ୍ରୀ ନେଇ ସଙ୍ଗିତ ଏବଂ ବେତୂତା ପ୍ରତିଯୋଗତି ବାଗ ନେଇଥିଲେ |ପ୍ରଥମ ଦୁତୀୟ, ତୂତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ଯ ଅତିଥି ଓ ସମ୍ମନୀୟ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରା ଯାଇଥିଲା । ଅବ ସ୍ଥାପିତ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା |

ଏତିରେ ସହିଦ ଲକ୍ଷ୍ମଣ ନାୟକ କ୍ଲବ ର ସମସ୍ତ କ୍ରର୍ମ କତ୍ତା ଯୋଗ ଦେଇଥିଲି ସହିଦ ଦିବଶକୁ ସୁଛାରୁପେ ପାଳନ କରିଥିଲେ । ସହିଦ ଲକ୍ଷ୍ମଣ ନାୟକ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ l14413c5e 6b38 4e9a 912e 7b1c71fe4d73 ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହିଦ ଦିବସ ପାଳିତ

ସହୀଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ଅତୁଳନୀୟ ଅଟେ l ସେହିପରି ସଭାପତି ପଦ୍ମନାଭ ବେହେରା ଶହିଦ ଲକ୍ଷ୍ମଣ ନାୟକଙ୍କ ସଂଗ୍ରାମ ଓ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ | ସେହିଭଳି ମୁନିଗୁଡା ସହରର ବୁଦ୍ଧିଜୀବୀ, ପ୍ରେସ କ୍ଲବର ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ | ଶେଷରେ ସାଂସ୍କୃତିକ ସମ୍ପଦକ ପ୍ରଫୁଲ୍ଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles