Advertisements
Wednesday, July 8, 2020
Home Cultural & Festival ମୁରିବାହାଲ ଅଞ୍ଚଳ ଶୈବପୀଠରେ ମହାଶିବ ରାତ୍ର ଅନୁଷ୍ଠିତ

ମୁରିବାହାଲ ଅଞ୍ଚଳ ଶୈବପୀଠରେ ମହାଶିବ ରାତ୍ର ଅନୁଷ୍ଠିତ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ବଘାର): ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ବାବେଜୁରୀ ଗ୍ରାମର ହରଗୌରୀ ମନ୍ଦିରରେ ମହାଶିବରାତ୍ରି ମେଳା ଅନୁଷ୍ଠିତ ହୋଇଛି | ୧୬ପ୍ରହରୀ ନାମଯଜ୍ଞ ତିନି ଦିନ ଧରି ଚଳିବ | ଏଥିରେ ୧୦ଟି କୀର୍ତନ ଦଳ ଯୋଗ ଦେଇଛନ୍ତି |

ବାବେଜୁରୀ, ଅନାଲଦୋର, ଡ଼ଙ୍ଗାବେଞ୍ଜି, ପୁଡାପାଲି,ସାଲେପଡା, ଯମୁନାବାହାଲ, ଲେବେଡା, ସରଗୁଲ(ମହିଳା), ନୂଆମୁଣ୍ଡା, ଜମୁନାବାହାଲ(ବରଖାଲପଡା) ସହ ସହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି | ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ ଓ ଆସନ୍ତା ୬ତାରିଖରେ ପୂର୍ଣ୍ଣାହୁତି ପଡିବ ବୋଲି ଆୟୋଜକ କମିଟି ସୂତ୍ରରୁ ଜଣାପଡିଛି | ମନ୍ଦିର ପୂଜକ ଶ୍ରୀ ରାଜେନ୍ଦ୍ର ଥନାପତି, କର୍ତ୍ତା ଭାବରେ ଶ୍ରୀ ଉଗ୍ରେସନ ଧରୁଆ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ କ୍ଷୀର ଧରୁଆ ସେହି ଭାବରେ ଜପକ ଶ୍ରୀ ପ୍ରଦୁମନ ଖମାରି, ସଭାପତି କରୁଣାକର ମାଝୀ, ସମ୍ପାଦକ ବ୍ୟାସଦେବ ମାଝୀ, ଗିରିଧାରୀ ସାହୁ, ଦିଲୀପ ମାଝୀ, ହରି ମାଝୀ, ଡାକ୍ତର ମାଝୀ, ଗୋସିଙ୍ଗ ମାଝୀ, ନିଳମ ବାଗ, ରାଜେନ୍ଦ୍ର ଧରୁଆ ପ୍ରମୁଖ ସହଯୋଗ କରୁଛନ୍ତି | ସେହିପରି ମୁରିବାହାଲ ବ୍ଲକର ହଦହଦା ଗ୍ରାମର ଯାମୁଡୁଙ୍ଗରି ଶୈବପୀଠ, ପାତାଲପଡା ଶୈବପିଠ ଠାରେ ମଧ୍ୟ ମହାଶିବରାତ୍ରି ଧୁମ ଧାମ ରେ ପାଳନ ହଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: