Related Contents

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଙ୍କଡାହାଡ (ଓଡିଶା ନ୍ୟୁଜ୨୪): କଙ୍କଡାହାଡ ବ୍ଲକ ଡଙ୍ଗାପାଳ ଠାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଛି ।

ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଥିବା ସନ୍ଦେହ କରାଯାଉଛି । ଗ୍ରାମବାସୀ ଧାନ ବିଲରେ ମହିଳାଙ୍କ ମୃତ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.