ଲଷ୍ମଣ ନାୟକଙ୍କ ଜନ୍ମ ପୀଠ ତେନ୍ତୁଳିଗୁମ୍ମା ଗ୍ରାମରେ ଫାସି ଦିବସ ପାଳିତ

0
329
ଲଷ୍ମଣ ନାୟକଙ୍କ

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା, (୨୯/୦୩) : ଆଜି ବୀରପୁରୁଷ ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶି ଦିବସ ଚାରିଆଡେ ପାଳନ କରାଯାଇଛି l ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଲଷ୍ମଣ ନାୟକଙ୍କ ଜନ୍ମ ପୀଠ ବୈପାରୀଗୁଡା ବ୍ଲକ ର ଉପାନ୍ତ ଅଂଚଳ ତେନ୍ତୁଳିଗୁମ୍ମା ଗ୍ରାମରେ ଫାସି ଦିବସ ପାଳତ ହୋଇଯାଇଛି ।6ff6f127 a826 4791 8aa0 7ed884c0271e ଲଷ୍ମଣ ନାୟକଙ୍କ ଜନ୍ମ ପୀଠ ତେନ୍ତୁଳିଗୁମ୍ମା ଗ୍ରାମରେ ଫାସି ଦିବସ ପାଳିତ

ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲକl ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ପ୍ରଦାନ କରିଥିଲେ ଏବଂ ପରେ ଶହୀଦଙ୍କ ସମାଧିରେ ଧୂପ ଦୀପ ଦେଇ ଶ୍ରଧାଞ୍ଜଳି ଜ୍ଞାପନ କରିଥିଲେ l ଶେଷରେ ଶହୀଦ ଲଷ୍ମଣ ନାୟକ ପାର୍କରେ ଆୟାଜିତ ସାଧାରଣ ସଭାରେ ଯୋଗଦେଇ ବୀର ଲଷ୍ମଣ ନାୟକଙ୍କ ଜୀବନୀ ବିଷୟରେ ଉପସ୍ଥିତ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ଆଲୋକପାତ କରିଥିଲେ l6c29d39b 81db 483d 9b1c debed5de200b ଲଷ୍ମଣ ନାୟକଙ୍କ ଜନ୍ମ ପୀଠ ତେନ୍ତୁଳିଗୁମ୍ମା ଗ୍ରାମରେ ଫାସି ଦିବସ ପାଳିତ

ଏ ଅବସରରେ ଜିଲ୍ଲା ପରିଷଦ ଉପ ସଭାପତି ରାଧା ବିନୋଦ ସାମନ୍ତରାଏ, ଜୟପୁର ଉପ ଜିଲ୍ଲାପାଳ ବେଦ ବର ପ୍ରଦାନ, ଉଖଣ୍ଡୀୟ ଜନ ସୂଚନା ଅଧିକାରୀ ଯଶୋଦା ଗାଦବା, ବୈପାରୀଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ରାଜେଶ ମହୁରୀଆ ଏବଂ ସଭ୍ୟା ମଣି ଜାନି ସମତେ ନବ ନିର୍ବାଚିତ ବ୍ଲକ ସ୍ତରୀୟ ଲୋକ ପ୍ରତିନିଧି ମଂଚାସୀନ ହୋଇଥିଲେ |