ଭାରତ ବନ୍ଦ ର ପ୍ରଭାବ ପଡିଛି ମୁନିଗୁଡା ଓ ପାତ୍ରଗୁଡା ଠାରେ

0
167
ଭାରତ ବନ୍ଦ ର

ରିପୋର୍ଟ : ନରତ୍ତମ ପାଢୀ //
ମୁନିଗୁଡା, (୨୮/୦୩) : ରାୟଗଡା ଜିଲ୍ଲା ର ମୁନିଗୁଡା ବ୍ଲକ, ମୁନିଗୁଡା ଓ ପାତ୍ରଗୁଡା ପଞ୍ଚାୟତରେ ଭାରତ ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛି ।bd2 2 ଭାରତ ବନ୍ଦ ର ପ୍ରଭାବ ପଡିଛି ମୁନିଗୁଡା ଓ ପାତ୍ରଗୁଡା ଠାରେ

ଆଜି ମୁନିଗୁଡା ଠାରେ ଭାରତ ବନ୍ଦ ର ୧୨ ଗୋଟି ଦାବିକୁ ନେଇ ୨ ଦିନିଆ ଡାକାର ଦେଇଛନ୍ତି ଦେଶ ବ୍ଯାପି ସାଧାରଣ ଧର୍ମଘଟ ର ମଜୁଦର ସଂଘ ଏହି ବନ୍ଦର ପ୍ରଭାବ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି | ଦୁଇ ଚକିଆ ଛାଡି ବାକି ସବୁ ଗାଡି ବନ୍ଦ ରହିଛି । ଦୋକାନ ବଜାର ପୁରା ପୁରି ଖୋଲା ରହିଛି ଯାହା ଫଳରେ ଦିନକୁ ଦିନ ଦର ଦାମ ବୂଦ୍ଧି ହେଉଛି |

bd 4 ଭାରତ ବନ୍ଦ ର ପ୍ରଭାବ ପଡିଛି ମୁନିଗୁଡା ଓ ପାତ୍ରଗୁଡା ଠାରେଖାଇବା ତେଲ ଓ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ବଢି ବଢି ଯାଉଥିବା ସମୟରେ ଗରିବ ଶ୍ରେଣୀ ର ଲୋକଙ୍କ ବହୁ ଅସୁବିଧା ର ବାତାବରଣ ହେଉଛି ବୋଲି ମଜୁଦୁର ସଂଘ ର ସଭାପତି ହରିବନ୍ଦୁ କାଡ୍ରାକ କହିଛନ୍ତି |