Friday, March 29, 2024

Top 5 This Week

Related Posts

ବିନିକା ଓକିଲ ସଂଘ ନିର୍ବାଚନ : ସୁଧାଂଶୁ ସଭାପତି, ହରିବଂଶ ସମ୍ପାଦକ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୮/୩) : ବିନିକା ଓକିଲ ସଂଘ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି ।d99fec50 941a 4466 9221 39f45bc5aabd ବିନିକା ଓକିଲ ସଂଘ ନିର୍ବାଚନ : ସୁଧାଂଶୁ ସଭାପତି, ହରିବଂଶ ସମ୍ପାଦକ

ଏଥିରେ ସୁଧାଂଶୁ ଶେଖର ଦାଶ ପୁଣିଥରେ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ହରିବଂଶ ମେହେର, ଉପ ସଭାପତି ଦେବରାଜ ମେହେର, ସହ ସମ୍ପାଦକ ଜୟ ପ୍ରକାଶ ପ୍ରଧାନ,କୋଷାଧ୍ୟକ୍ଷ ବିରେନ୍ଦ୍ର ପୋଡ଼ ,ଲାଇବ୍ରେରୀନ ନିରଞ୍ଜନ ମେହେର ପ୍ରମୁଖ ମନୋନୀତ ହୋଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles