Advertisements
Saturday, July 4, 2020
Home Cultural & Festival ଠାକୁର ଅନୂକୁଳଚନ୍ଦ୍ରଙ୍କ ୧୩୧ତମ ଜନ୍ମ ମହୋତ୍ସବ ପାଳିତ

ଠାକୁର ଅନୂକୁଳଚନ୍ଦ୍ରଙ୍କ ୧୩୧ତମ ଜନ୍ମ ମହୋତ୍ସବ ପାଳିତ

ଜୟପୁର (ସୌମ୍ୟରଂଜନ ସାହୁ): ଠାକୁର ଅନୁକୂଳଚଂଦ୍ରଙ୍କର ୧୩୧ତମ ଜନ୍ମ ମହୋତ୍ସବ ବୋରିଗୁମା ସ୍ଥିତ ଜଗନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି ।

ସକାଳୁ ପ୍ରାର୍ଥନା ନଗର ପରିକ୍ରମା ପରେ ପରେ ଦିବା ୧୧.୩୦ ମିନିଟ ସମୟରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୁନ୍ଦର ଭଜନ କୀର୍ତ୍ତନ ପରିବେଷଣ ପରେ ଅଶୋକ ତ୍ରିପାଠୀ ନିଜର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଭୁବେନେଶ୍ୱର ଆପୋଲୋ ହସ୍ପିଟାଲରୁ ଆଗତ ଡକ୍ଟର ତଥା ସହ ପ୍ରୀତି ରିତିକ ଜ୍ୟୋତିର୍ମୟୀ ପତି ନିଜର ଉଚ୍ଚ କୋଟିର ଭାଷଣ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରାଇ ପାରିଥିଲେ । ସତସଙ୍ଗ କାର୍ଯ୍ୟକ୍ରମକୁ ଡକ୍ଟର ଜଗତବନ୍ଧୁ ସାହୁ ପରିଚାଳନା କରିଥିଲେ । ୧୧ଜଣ ଶିଷ୍ୟ ଠାକୁରଙ୍କ ସତ ମନ୍ତ୍ରରେ ମନ୍ତ୍ରିତ ହୋଇଥିଲେ । ଏଇ କାର୍ଯ୍ୟକ୍ରମକୁ ଖଗପତି ପାଙ୍ଗି, ଅଶୋକ ସାହୁ, ବିନୋଦ ମହାପାତ୍ର, ମନରଞ୍ଜନ ପଣ୍ଡା, ବିଜୟ ଲେଙ୍କା, ସୌମ୍ୟ ରଞ୍ଜନ ସାହୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: