Friday, March 29, 2024

Top 5 This Week

Related Posts

ରାୟଗଡା ଓକିଲ ସଂଘ ସଭାପତି ହେଲେ ବିବୁଦ୍ଧ କୁମାର ପ୍ରଧାନ 

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୬/୦୩) : ରାୟଗଡା ଓକିଲ ସଙ୍ଘ ର ନିର୍ବାଚନ ଅନୁଷ୍ଠାନିକ ଭାବେ ସମାପ୍ତ ହୋଇଛି । ନିର୍ବାଚନ ଅଧିକାରୀ ରୁପେ ଶ୍ରୀ ଯୋଗଦୀଶ ପଣ୍ଡାଙ୍କ ସହ ନିର୍ବାଚନ ଅଧିକାରୀ ରୁପେ ଶ୍ରୀ ସୁନୀଲ କୁମାର ନାୟକ, ଶ୍ରୀ ରମେଶ କୁମାର ପାଢ଼ୀ (ବୁନୁ), ଶ୍ରୀ ଅରୁଣ କୁମାର ପାଣିଗ୍ରାହୀ ସଙ୍ଘ ର ନିର୍ବାଚନ ଦାଇତ୍ୱ ସୁଚାରୁ ରୂପେ ତୁଲାଇଛନ୍ତି । 

ରାୟଗଡା ଓକିଲ ସଙ୍ଘ ର ସଭାପତି ରୂପେ ବରିଷ୍ଠ ଓକିଲଶ୍ରୀ ବିବୁଦ୍ଧ କୁମାର ପ୍ରଧାନ ତାଙ୍କର ପ୍ରତିଦ୍ବନ୍ଦୀ ଆଇନଯିବି ଶ୍ରୀ କିଶୋର କୁମାର ଠାକେର ଙ୍କୁ ପରାସ୍ତ କରିଛନ୍ତି । ସେହିଭଳି ଉପ ସଭାପତି ରୂପେ ଦେବି ପ୍ରସାଦ ପଟନାୟକ ନିର୍ବାଚିତ ହୋଇଛନ୍ତି । ତାଙ୍କ ପ୍ରତିଦ୍ବନ୍ଦୀ ଉମାକାନ୍ତ ମିଶ୍ର ଙ୍କୁ ପରାସ୍ତ କରିଛନ୍ତି । ମଙ୍ଗଳ ମୂର୍ତ୍ତି ବେଉରିଆ ସମ୍ପାଦକ ରୂପେ, ମଣି ପାଲି ସୁଜାତା  ସମ୍ପାଦିକା ରୂପେ, ଓ ବ୍ରଜ କିଶୋର ରାଜଗୁରୁ କୋଷାଧକ୍ଷ ରୂପେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles