Advertisements
Saturday, July 4, 2020
Home Government News ମୁରିବାହାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହଠାରେ ୪ଦିନିଆ ଟ୍ରେନିଂ ଅନୁଷ୍ଠିତ

ମୁରିବାହାଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହଠାରେ ୪ଦିନିଆ ଟ୍ରେନିଂ ଅନୁଷ୍ଠିତ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ବଘାର): ମୁରିବାହାଲ ଗୋଷ୍ଠୀସ୍ୱାସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀଙ୍କ ଅଧ୍ୟକ୍ଷତାରେ ଏ.ନ.ଏ ମ, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ନିମନ୍ତେ ନିୟମିତ ଟିକାକରଣ ଓ ବ୍ୟକ୍ତିଗତ ଯୋଗା ଯୋଗ ପ୍ରଶିକ୍ଷଣ କୌଶଳର ତାଲିମ କାର୍ଯ୍ୟକ୍ରମ ଚାରି ଦିନିଆ ତାଲିମ ଅନୁଷ୍ଠିତ ହୋଇଯାଇଛି |

ଦୈନିକ ୩୫ ଜଣଙ୍କୁ ଟ୍ରେନିଂ ଦିଆଯାଇଥିଲା | ଶ୍ରୀ ବିଷ୍ଣୁ ମୁରାରୀ ପଟେଲ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମୁରିବାହାଲ,ଶ୍ରୀ ପୁଏନା ଚନ୍ଦ୍ର ରଣା ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଖୋଲାନ ତାଲିମ ଦେଇଥିଲେ | ଏହି ତାଲିମ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଡାକ୍ତର ଥବିର ମେହେର, ଡାକ୍ତର ସ୍ନେହାଶିଷ ଦାସ, ଶ୍ରୀ ଅମୀୟ କୁମାର ରାଜପାଳିଆ (ବ୍ଲକ ପ୍ରୋଗ୍ରାମ ମେନେଜେର), ଶ୍ରୀ ଶିବ ରଥ ( ବ୍ଲକ ଏକାଉଣ୍ଟ ମେନେଜେର) ପ୍ରମୁଖ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: