Advertisements
Sunday, July 5, 2020
Home Death Case ଲକ୍ଷ୍ମୀପୁର ବିଧାୟକଙ୍କ ମା ୧୦୩ବର୍ଷ ବୟସରେ ଇହଧାମ ତ୍ୟାଗ କଲେ

ଲକ୍ଷ୍ମୀପୁର ବିଧାୟକଙ୍କ ମା ୧୦୩ବର୍ଷ ବୟସରେ ଇହଧାମ ତ୍ୟାଗ କଲେ

ଲକ୍ଷ୍ମୀପୁର (ମଣ୍ଟି ଖରା): ଲକ୍ଷ୍ମୀପୁର ବିଧାୟକଙ୍କ ଜେଜେମାଁ ୧୦୩ ବର୍ଷ ବୟସରେ ଆରପାରି ଚାଲିଗଲେ । ଗତ କାଲି ସନ୍ଧ୍ୟା ୫ଘଣ୍ଟା ସମୟରେ ସେ ଇହଧାମ ତ୍ୟାଗ କରିଗଲେ ।

ବିଧାୟକଙ୍କ ମା ତିଲାଇ କୁଲେସିକାଙ୍କ ଶେଷ ନିଶାସ୍ବ ଚାଲିଗଲା ବୋଲି ଘରୋଇ ଲୋକମାନେ ପ୍ରକାଶ କରିଥିଲେ | ଓ ପରେ ସମସ୍ତ ପାଖ ପଡିଶାଙ୍କୁ ଜଣାଇଥିଲେ ଏବଂ ଗତକାଲି ସବ ସତ୍କାର୍ ନ କରି ଆଜି ସବ ସତ୍କାର କରାଗଲା | ଜେହେତୁ ବିଧାୟକ ନଥିଲେ ସେଥିପାଇଁ ଆଜି ଶବ ସତ୍କାର କରାଗଲା । ଭୁବନେଶ୍ୱର ଠାରୁ ଆଜି ସକାଳେ ଆସି ପହଞ୍ଚିବା ପରେ ବିଧାୟକଙ୍କ ଜେଜେମାଁଙ୍କ ଶବ ସତ୍କାର କରାଯାଇଥିଲା । ଏବଂ ତାଙ୍କର ଅନ୍ତିମ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରାଗଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: