Friday, March 29, 2024

Top 5 This Week

Related Posts

ସହୀଦ ଲଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଟିବି ଦିବସ ପାଳିତ

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା, (୨୬ / ୦୩) : ରାୟଗଡା ଜିଲ୍ଲା ର ବୈପାରୀଗୁଡା ସ୍ଥିତ ସହୀଦ ଲଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିଶ୍ୱ ଟିବି ଦିବସ ପାଳିତ ହୋଇ ଯାଇଛି | ଆଜାଦି କା ଅମୃତ ମୋହତ୍ସବ ଅବସରରେ ରେଡ ରିବନ କ୍ଲବ ପକ୍ଷରୁ ବିଶ୍ୱ ଟିବି ଦିବସ ପାଳିତ ହୋଇ ଯାଇଛି |c9b3cd58 9786 4fc2 9c9b e6ea2616d173 ସହୀଦ ଲଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଟିବି ଦିବସ ପାଳିତ

ଏଥିରେ ସହୀଦ ଲଷ୍ମଣ ନାୟକ ଡିଗ୍ରୀ କଲେଜ ଅଧ୍ୟକ୍ଷl ସ୍ନେହଲତା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଅଧୀରାଜ ସାହୁ ଅତିଥି ଭାବେ ଯୋଗ ଦେଇ ଟିବି ର କାରଣ ଏବଂ ନିରାକରଣ ସମ୍ପର୍କରେ କହିଥିଲେ |

ଯୁବ ରେଡ କ୍ରସ କାଉନସଲେର ମାନସୀ ଆଚାର୍ଯ୍ୟ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଜ୍ୟତି ପlଢି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜ ର ସ୍ରମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles