Thursday, March 28, 2024

Top 5 This Week

Related Posts

ଆତ୍ମ ରକ୍ଷା ପ୍ରଶିକ୍ଷଣ ରେ ଶ୍ରୀ ରାମ୍ ଡିଗ୍ରୀ କଲେଜ ର କୃତିତ୍ୱ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୬/୦୩) : ଗତ ମାର୍ଚ୍ଚ ମାସରେ ଉତ୍କଳ କରାଟେ ପ୍ରତିଯୋଗିତା ପାଇଁ ଏକ ପରୀକ୍ଷା ବା ଆତ୍ମ ରକ୍ଷା ପ୍ରଶିକ୍ଷଣ ଅନୁଷ୍ଟିତ ହୋଇଥିଲା ।

ଏହି ପରୀକ୍ଷା ରେ ଶ୍ରୀ ରାମ୍ ଡିଗ୍ରୀ କଲେଜ ର ଦୁଇ ଜଣ ଛାତ୍ରୀ ବନ୍ଦନା ଦୀପିକା, ଓପ୍ରଭାସିନୀ ଭୂୟାଁ କୃତିତ୍ୱ ପାଇଛନ୍ତି । କଲେଜ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବନ ପାଲି କୃତି ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles