Advertisements
Thursday, July 2, 2020
Home Government News ବୈପାରୀଗୁଡା ସ୍ମସାନ ସଫେଇ କାର୍ଯ୍ୟକ୍ରମ

ବୈପାରୀଗୁଡା ସ୍ମସାନ ସଫେଇ କାର୍ଯ୍ୟକ୍ରମ

ବୈପାରୀଗୁଡା (ଏନ ସନ୍ତୋଷ): ବୈପାରୀଗୁଡା ବନ ବିଭାଗ ଓ ଫ୍ରେଣ୍ଡ୍ସ ୟୁନିଟ କ୍ଲବ ପକ୍ଷରୁ ଆଜି ସ୍ଥାନୀୟ ବିଏସଏଫ କ୍ୟାମ୍ପ ନିକଟସ୍ଥ ସ୍ମସାନ ସଫେଇ କାର୍ଯ୍ୟକ୍ରମ କରାଯାଇଛି |

ସକାଳ ୮ଘଣ୍ଟା ରୁ ୧୨ଘଣ୍ଟା ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟକ୍ରମ ଚାଲିଥିଲା | ଛୋଟ ଛୋଟ କଣ୍ଟା ବୁଦା, ଅନାବନା କପଡା, ପଲିଥିନ ଆଜି ସ୍ମସାନର ପରିବେଶକୁ ଅପରିଷ୍କାର କରୁଥିବା ବେଳେ ଆଜି ଏଗୁଡିକ ସଫେଇ କରୁଥିବାର ଦେଖିବାକୁ ମିଳିଥିଲା | ଉକ୍ତ କାର୍ଯ୍ୟକ୍ରମରେ ବୈପାରୀଗୁଡା ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ସ୍ଥାନୀୟ ସରପଞ୍ଚ ଭାଗିରଥି ମୁରଜିଆ, ବନପାଳ ସଚିତ ନନ୍ଦ ପରିଡା ଓ ବିକାଶ ପାତ୍ର, ଆର ଦାମ୍ଭିକ ରାଓ , ମୁନା ମହାପାତ୍ର, ଧାନ ଟକ୍ର ଯୋଗ ଦେଇଥିଲେ |

ବୈପାରୀଗୁଡା ଫ୍ରେନ୍ଡ ୟୁନିଟ କ୍ଲବ ଓ ଗ୍ରାମ୍ୟ ବିକାଶ ସଂଘ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ନେତାଜୀ ଯୁବକ ସଂଘ ସହଯୋଗ କରିଥିଲେ | ଏହିପରି ସ୍ମସାନ ସଫେଇ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ଧିଜୀବି ପ୍ରଶଂସା କରିବା ସହ ଆଗକୁ ଏପରି କାର୍ଯ୍ୟକ୍ରମ ଜାରିରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: