Advertisements
Saturday, July 4, 2020
Home Children Issue ୫ମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକଙ୍କୁ ଗ୍ରାମବାସୀ ବାନ୍ଧି ପିଟିଲେ

୫ମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକଙ୍କୁ ଗ୍ରାମବାସୀ ବାନ୍ଧି ପିଟିଲେ

ବୈପାରୀଗୁଡା(ଏନ. ସନ୍ତୋଷ): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କାଠପୋଡା ପଂଚାୟତର ୫ମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକଙ୍କ ଖରାପ ସମ୍ପର୍କଲାଗି ଗ୍ରାମବାସୀ ଶିକ୍ଷକଙ୍କୁ ପାଇଖାନାରେ ବାନ୍ଧି ପିଟିଲେ ବୋଲି ଅଭିଯୋଗ ହୋଇଛି |

ଉକ୍ତ ପଂଚାୟତର ଜଣେ ୱାର୍ଡ ମେମ୍ବରଙ୍କ ସମ୍ପର୍କୀୟଙ୍କ ପରିବାରର ୫ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅବସ୍ଥାରେ ଗ୍ରାମବାସୀ ଶୁଣି ଶିକ୍ଷକଙ୍କୁ ପାଇଖାନାରେ ବାନ୍ଧି ପିଟି ଛାଡିଦେଇଥିଲେ | ପରେ କିଛି ଦଲାଲ ରାଜନେତା ଗାଁ ରେ ପହଂଚିଥିଲେ ଏବଂ ୫୦ହଜାର ଟଙ୍କାର ଘଟଣାକୁ ଚାପି ଦେବା ପାଇଁ ପରିବାର ଲୋକଙ୍କୁ ବୁଝାଇଥିଲେ | ଏପରି ଏକ ଅଭାବନୀୟ ଘଟଣାର ଅଭିଯୁକ୍ତଙ୍କୁ ଆଇନ ବ୍ୟବସ୍ଥାରେ ଦଣ୍ଡ ପରିବର୍ତେ ଶିକ୍ଷକଙ୍କୁ ସମର୍ଥନ କରିବା, ଏବଂ ଶିକ୍ଷକଙ୍କ ଠାରୁ ୩୦ହଜାର ଟଙ୍କା ଦଲାଲ ଓ ନେତା ଘଟଣା କୁ ଚପାଇଦେବା ପାଇଁ ଲାଞ୍ଚ ନେବା ବିଷୟ ଏବେ ସାଧାରଣ ଲୋକ ଗ୍ରହଣ ନ କରିବା ସହ ନାବାଳିକାକୁ ନ୍ୟାୟ ଦେବାକୁ ଦାବି ହୋଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: