ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଟୀକାକରଣ

0
230
ସରସ୍ବତୀ

ରିପୋର୍ଟ : ଓଡିଶା ନ୍ୟୁଜ୨୪ //
କୁନ୍ଦୁରା, (୨୪/୦୩) : ଆଜି କୁନ୍ଦୁରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୨ ରୁ ୧୪ ବର୍ଷ ବୟସ ର ପିଲାଙ୍କ ପାଇଁ କଭିଡି ଟୀକା କରଣ ଅନୁଷ୍ଠିତ l0cd8eee9 0e8d 4873 a147 f496a6e17fc3 ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଟୀକାକରଣ

ମୋଟ ୧୮ ଜଣଙ୍କୁ ଟୀକା ଦିଆ ଯାଇଥିବା ବେଳେ ପୂର୍ବରୁ ୮ ଜଣ ଟୀକା ନେଇ ସାରିଥିବା ଜଣାପଡିଛି l କଭିଡି ଗାଇଡଲାଇନ ପାଳନ କରି ସମସ୍ତ ପିଲା ଟୀକା ଗ୍ରହଣ କରିଥିଲେ l ଟୀକା ନେବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ଅଭିଭାବକ ମନେ ପ୍ରକାଶ କରିଛନ୍ତି l