Thursday, March 28, 2024

Top 5 This Week

Related Posts

ଦେବୀ ପ୍ରସାଦ ପଟ୍ଟନାୟକ ଉପ ଅଧ୍ୟକ୍ଷ ଭାବରେ ବିଜୟୀ

ରିପୋର୍ଟ : ନରତ୍ତମ ପାଢୀ //
ବିଷମ କଟକ, (୨୩/୦୩) : ରାୟଗଡ଼ା ଜିଲ୍ଲା ର ବିଷମ କଟକ ବ୍ଲକ ରେ ବିଜେଡ଼ି ଦଳ ର ପ୍ରାର୍ଥୀ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଉପ ଅଧକ୍ଷ ଭାବରେ ବିଜୟୀ ହୋଇଛନ୍ତି ।

ବିଷମ କଟକ ବ୍ଲକ ରେ ଦେବୀ ପ୍ରସାଦ ପଟ୍ଟନାୟକ ଉପ ଅଧ୍ୟକ୍ଷ ଭାବରେ ବିଜୟୀ ହେଲେ ଓ ସମିତି ର ଉପାଧ୍ୟକ୍ଷା ନିଦ୍ଦଦରେ ନିର୍ବାଚିତ ହେଲେ । ଆଜି ବିଜୁ ଜନତା ଦଳ ର ବରିଷ୍ଠ ନେତା ଶ୍ରୀ ପୂଥିବୀରାଜ ସାହୁ, ଡି. ଶିବା, ନାନୁ ପଣ୍ଡା, ଗୋପାଳକୃଷ୍ଣ ପଟ୍ଟନାୟକ, କୁନା ରଥ, କୁଳୁ ନାଥ ପାଢୀ, ଜି. ପ୍ରଦୀପ କୁମାର, ଚିନା ପଟ୍ଟନାୟକ ଓ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ । ବିଜେଡି ଦଳ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ବିଜେଡ଼ି ଦଳ ବିଷମ କଟକ ବ୍ଲକରେ ସମସ୍ତ ପଦ ବଜୀ ମାରିଛି ଏବଂ ନବୀନ ବାବୁଙ୍କ ହାତ ମୁଠା କୁ ଆହୁରି ମଜୁବତ କରିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles