ଶ୍ରୀ ରାମ ଡିଗ୍ରୀ କଲେଜ ରେ ସହିଦ ଦିବସ ପାଳିତ

0
185
ଶ୍ରୀ ରାମ ଡିଗ୍ରୀ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୩/୦୩) : ଆଜି କାଶୀନଗର ଶ୍ରୀ ରାମ ଡିଗ୍ରୀ କଲେଜ ରେ ସହିଦ୍ ଦିବସ ପାଳିତ ହୋଇଯାଇଛି ।1e9af913 3c66 466d 9822 de5a4c6d3094 ଶ୍ରୀ ରାମ ଡିଗ୍ରୀ କଲେଜ ରେ ସହିଦ ଦିବସ ପାଳିତ

ଶ୍ରୀ ରାମ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ବନ ପାଲି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ କଲେଜ ର ବହୁ ଅଧ୍ୟାପକ ଯୋଗ ଦେଇଥିଲେ । ସହିଦ ଭଗତ ସିଂହ, ଜୟୀ ରାଜଗୁରୁ, ଶୁକଦେବ ଙ୍କ ସ୍ମୃତି ଚାରଣ କରିଥିଲେ ୱେ ଆର୍ ସି ଏନ୍ ସି ସି କେଡେ ଟ ଙ୍କ ସହ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।