Advertisements
Saturday, July 4, 2020
Home headline ଦୁରୁଆ ଛାତ୍ରଛାତ୍ରୀଙ୍କୁ ମିଳିବ ସରକାରୀ ସୁବିଧା- ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା

ଦୁରୁଆ ଛାତ୍ରଛାତ୍ରୀଙ୍କୁ ମିଳିବ ସରକାରୀ ସୁବିଧା- ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା

ଜୟପୁର (ସୌମ୍ୟରଂଜନ ସାହୁ): ଶିକ୍ଷା କ୍ଷେତ୍ରରେ ଏବେ ଦୁରୁଆ ଛାତ୍ରଛାତ୍ରୀଙ୍କୁ ମିଳିବ ସରକାରୀ ସୁବିଧା ସୁଯୋଗ ।

ଇଂରାଜୀରେ ତୃଟି ହେତୁ ଆଦିବାସୀ ତାଲିକାରେ ଆଜି ଯାଏଁ ଯୋଡି ହୋଇପାରିନଥିବା ବେଳେ ଦୁରୁଆ ବଦଳେ ଇଂରାଜୀ ଉଚ୍ଚାରଣ ଭୁଲ କରି ଧୁରବା, ଧାରୁଆ ଆଦି ଲେଖା ହୋଇ ରହିଥିବାରୁ ଏହି ଭୁଲକୁ ସଂଶୋଧନ ଦାବି କରି ଆସୁଛନ୍ତି ଏହି ସମ୍ପ୍ରଦାୟ । କୁନ୍ଦୁରା ବ୍ଲକ ବାଗଦେରି ପଂଚୟତରେ ଆୟୋଜିତ ଆଦିବାସୀ ଅଧିକାର ସମାବେଶରେ ଯୋଗ ଦେଇ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଘୋଷଣା କରିଥିଲେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା । ତେବେ ଏହା କେବଳ ଘୋଷଣାରେ ନ ରହି କାର୍ଯ୍ୟକାରି ହେବ ଆବଶ୍ୟକ ବୋଲି କହିଛନ୍ତି ଦୁରୁଆ ସମ୍ପ୍ରଦାୟର ଉପଦେଷ୍ଟା ।ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ପାଣିଗ୍ରାହୀ ଓ ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶୀ ମଧ୍ୟ ଏହି ସମାବେଶରେ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: