Advertisements
Saturday, July 4, 2020
Home Cultural & Festival ଓଡିଶା ନ୍ୟୁଜ୨୪ର ଖବର ପ୍ରସାରଣ ପରେ ମିନଝୁଲା ପର୍ଯ୍ୟଟନ ସ୍ଥଳୀକୁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଗସ୍ତ

ଓଡିଶା ନ୍ୟୁଜ୨୪ର ଖବର ପ୍ରସାରଣ ପରେ ମିନଝୁଲା ପର୍ଯ୍ୟଟନ ସ୍ଥଳୀକୁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଗସ୍ତ

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନମନ୍ତପୁର ଗ୍ରାମ ପଂଚାୟତ ମିନଝୁଲା ରେ ଥିବା ଶୈବପୀଠ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଚନ୍ଦ୍ରପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା |

ଏଥିରେ ତହସିଲଦାର ଫର୍ଣ୍ଣିନଣ୍ଡ ଏକ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁଣୁପୁର ଉପଜିଲ୍ଲାପାଳ ଡ଼.ସିଦ୍ଧେଶ୍ୱର ବଳିରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ମିନଝୁଲା ଶୈବପୀଠରେ ଅନେକ କାମ ହୋଇନଥିବା ଯଥା ପାହାଚ, ରାସ୍ତା ମରାମତି, ଲୋକମାନଙ୍କ ରହି ସୁବିଧା ସହ ଅନେକ ଆନୁସଙ୍ଗିକ କାମ କରିବାକୁ କହିଥିଲେ ଉପଜିଲ୍ଲାପାଳ | ତତ ସହିତ ପୋଲିସ କର୍ମଚାରୀ ସହ ଅଷ୍ଟମ ବାଟାଲିୟନ ସିଆରପିଏଫ ଫୋର୍ସ ଓ ଦମକଳ ବାହିନୀ ଉପସ୍ଥିତ ରହିବକକୁ ପରାମର୍ଶ ଦେଇଥିଲେ |

ଏଥିରେ ବିଡ଼ିଓ ଜର୍ଜ ଡୁଙ୍ଗ ଡୁଙ୍ଗ, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ସଞ୍ଚିତା ପ୍ରତିଙ୍ଗା, ଗୁଡାରି ତହସିଲଦାର ଶ୍ରୀ ଭାରତୀ ଦେବୀ, ଚନ୍ଦ୍ରପୁର ଆଇଆଇସି ଶ୍ରୀ ଯଶୋବନ୍ତ ହିଆଲ, ଆଇଏସଆଇ ଅଶୋକ କୁମାର ପ୍ରଧାନ, ପୋଲିସ କର୍ମଚାରୀ, ସିଆରପିଏଫ ଅଷ୍ଟମ ବାଟାଲିୟନ ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ ଭୁପେନ୍ଦ୍ର ସିଂ ହତା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରୋଗ୍ରାମ ମ୍ୟାନେଜର ପ୍ରଭାକର ଧଳ, ଡାକ୍ତର ବେହେରା, ଓ ବିଭିନ୍ନ ସରକାରୀ କର୍ମଚାରୀ ପୂଜା କମିଟିର ସଭାପତି ସାମୁଲୁ କିମ୍ବାକା, ସୁନାମଣି ପ୍ରତିଙ୍ଗା, ପ୍ରମୁଖ ଯୋଗ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: