Friday, March 29, 2024

Top 5 This Week

Related Posts

ୱାର୍ଡ ନ ୭ ରେ ବିଜେଡ଼ି ର ଘର ଘର ପ୍ରଚାର

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୨/୦୩) : ଆଜି ପୌର ପରିଷଦ ନିର୍ବାଚନ ପ୍ରଚାର ର ଶେଷ ମୁହୂର୍ତ୍ତ କୁ ହାତ ଛଡ଼ା ନ କରି ବିଜେଡ଼ି କାଶୀନଗର ଏନ୍ ଏ ସି ରେ ପ୍ରଚାର ଜୋର୍ କରିଛି । କାଶୀନଗର ଏନ୍ ଏ ସି ର ୱାର୍ଡ ନ ୭ ହେଉଛି କାଶୀନଗର ସହର ର ଛାତି ଅଟେ ।

ଏଠାରେ ଦୈନିକ ବଜାର ଓ ବସ ଷ୍ଟାଣ୍ଡ ରହିଛି । ୱାର୍ଡ ନ ୭ ପାଇଁ ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇଥିବା ଲୋପିନ୍ତି ରାଜୁମା ଘର ଘର ବୁଲି ପ୍ରଚାର ଚଳାଇଛନ୍ତି । ଏହି ରିପୋର୍ଟ ଲେଖା ବେଳକୁ ଶ୍ରୀ ତିରୁପତି ରାଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପ୍ରଫେସର୍ ମରୁତ ପାଳ, ଟାଉନ୍ ସଭାପତି ରଘୁରାମ ସାହୁ, ଜଗଦୀଶ ଚୌଧୁରୀ, ମୁନାସାହୁ ଓ ଆହୁରି ଅନେକ ଦଳୀୟ କର୍ମୀ ଏହି ନିର୍ବାଚନୀ ପ୍ରଚାର ରେ ସାମିଲ ହୋଇ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles