Advertisements
Monday, July 13, 2020
Home Cultural & Festival ୭୧ତମ ଖ୍ରୀଷ୍ଟିୟାନ ସାଧାରଣ ସଭା ଅନୁଷ୍ଠିତ - ଗୁଣୁପୁର

୭୧ତମ ଖ୍ରୀଷ୍ଟିୟାନ ସାଧାରଣ ସଭା ଅନୁଷ୍ଠିତ – ଗୁଣୁପୁର

ରାମନାଗୁଡ଼ା (ରଞ୍ଜନ ନାୟକ ବେହେରା): ଆଜି ଗୁଣପୁର ବ୍ଲକ ଅନ୍ତର୍ଗତ ଟିକିରିସିଂ ଗ୍ରାମରେ ୭୧ତମ ଖ୍ରୀଷ୍ଟିୟାନ ସାଧାରଣ ସଭା ଅନୁଷ୍ଠିତ ହୋଇଛି |

ଏଥିରେ ଦେଶର ବିଭିର୍ନ ପ୍ରାନ୍ତ ଯଥା କେରଳ, ଆସାମ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ରାଜ୍ୟରୁ ଲୋକମାନେ ଆସିଛନ୍ତି | ଏହି ସଭା ତିନିଦିନ ଧରି ହେବ | ଓଡିଶାରୁ ମଧ୍ୟ ବହୁତ ଲୋକ ଖ୍ରୀଷ୍ଟିୟାନ ଧର୍ମକଲମ୍ବି ମାନେ ପହଞ୍ଚିଛନ୍ତି | ଏଥିରେ ଦିନକୁ ପ୍ରାୟ ୪୦ରୁ୫୦ ହଜାର ଲୋକ ସଭାରେ ଯୋଗଦାନ କରିଛନ୍ତି | ଏହି ସଭାକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ମାନ୍ୟବର ଶ୍ରୀଯୁକ୍ତ ସୁଧୀର କୁମାର ଦାଶଙ୍କୁ ନିମନ୍ତ୍ରଣ କରିଥିଲେ |

ସେ ସେଠାରେ ଉଦବୋଧନ ହେଇ କହିଥିଲେ ଯେ ସଂଗଠିତ ହୋଇ ଏହି ରାଜ୍ୟ ତଥା ଦେଶକୁ ଆଗକୁ ନେବା ନିମନ୍ତେ କାମ କରିବାକୁ ପଡିବ | ଏଥିରେ ସାଂସଦ ରାମନାଗୁଡ଼ା ପ୍ରତିନିଧି ଗଗନ ବିହାରୀ ଆଚାର୍ଯ୍ୟ ଏବଂ ପଦ୍ମପୁର ସାଂସଦ ପ୍ରତିନିଧି ଗଦାବରୀ ରାଉତ ଯୋଗ ଦେଇଥିଲେ | ଏମାନଙ୍କୁ ଖ୍ରୀଷ୍ଟିୟାନ ଧର୍ମକଲମ୍ବି ମାନଙ୍କ ଦ୍ୱାରା ବିପୁଳ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ |

Advertisements

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: