Advertisements
Sunday, July 5, 2020
Home headline ନରେନ୍ଦ୍ର ଖସ୍ଲା ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନରେନ୍ଦ୍ର ଖସ୍ଲା ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଲକ୍ଷ୍ମୀପୁର( ମଣ୍ଟି ଖରା): ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ଗ୍ରାମପଞ୍ଚାୟତର ଗୌଡଗୁଢା ଗ୍ରାମରେ ନରେନ୍ଦ୍ର ଖସ୍ଲା ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।

ଏହି ଉଦଯାପନ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କୌଳାସ ଚନ୍ଦ୍ର କୁଲେସିକା ଓ ଏହି ଅଞ୍ଚଳର ବୁଦ୍ଧିଜିବି ଶ୍ରୀ ବିପିନ ହିୟାଲଙ୍କୁ ମୁଖ୍ୟବକ୍ତା ରୁପେ ସ୍ବାଗତ କରାଯାଇଥିଲା | ଉଭୟ ଦଳର ଖେଳାଳି ମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ଖେଳିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ୧ଘଣ୍ଟାର ଖେଳ ଅନୁଷ୍ଟିତ ହୋଇଥିଲା | ଉକ୍ତ ଭଲିବଲ ଟୁର୍ଣ୍ଣାମେଣ୍ଟରେ ହୋମ୍ଟିମ୍ ଗୌଡଗୁଢା ଏବଂ ଜୟପୁର ଅଲେକ ସିକ୍ସ ମଧ୍ୟରେ ହୋଇଥିଲା । ଏହି ଫାଇନାଲ୍ ମ୍ୟାଚରେ ଜୟପୁର ଅଲେକ ସିକ୍ସ ମାତ୍ର ଦୁଇ ପଏଣ୍ଟ ବ୍ୟବଧାନରେ ବିଜୟ ହାସଲ   କରିଥିଲେ । ଗୌଡଗୁଢାର ୧୯ ଏବଂ ଜୟପୁରର ୨୧ପଏଣ୍ଟ ବ୍ୟବଧାନ ରହିଥିଲା | ସମୟର ଅନ୍ତ ଘଟିଥିଲା ଫଳରେ ଜୟପୁର ଚମ୍ପିଆନ ହୋଇଥିଲା । ଏବଂ ବିଜେତା ଦଳକୁ ଟ୍ରଫି ଏବଂ୨୦,୦୦୦ ଟଙ୍କା ସହିତ ରନର ଅପକୁ ଟ୍ରଫି ଏବଂ୧୫,୦୦୦ ଟଙ୍କା ପ୍ରଦାନ କରିଥିଲେ | ଶେଷରେ ଆୟୋଜକ କମିଟି ତରଫରୁ ଦୁଖୁ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

Recent Comments

%d bloggers like this: