Advertisements
Thursday, July 2, 2020
Home Children Issue ଦିବ୍ୟାଙ୍ଗ ପିଲା ମ୍ୟାଟ୍ରିକ ପରୀକ୍ଷା ଦେବାପାଇଁ ସୁବ୍ୟବସ୍ଥା

ଦିବ୍ୟାଙ୍ଗ ପିଲା ମ୍ୟାଟ୍ରିକ ପରୀକ୍ଷା ଦେବାପାଇଁ ସୁବ୍ୟବସ୍ଥା

ରାୟଗଡା ଜ଼ିଲ୍ଲାପ୍ରତିନିଧି (ଅମୁଲ୍ୟ ନିଶଙ୍କ): ସମଗ୍ର ରାୟଗଡ଼ ଜ଼ିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷା ୧୧ ଗୋଟି ବ୍ଲକର ୫୨ ଟି ପରୀକ୍ଷା କେନ୍ଦ୍ରରେ ଠିକ ସମୟରେ ଆରମ୍ଭ ହୋଇଥିଲା | ସର୍ବମୋଟ ୧୧ ହଜାର ୬୦୩ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୧ ହଜାର ୪୦୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ | ୧୯୬ ଜଣ କୌଣସି କାରଣରୁ ପରୀକ୍ଷା ଦେଇନଥିଲେ | ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ କିପରି ଆରାମରେ ପରୀକ୍ଷା ଦେବେ ସେଥି ନେଇ ରାୟଗଡା ଜ଼ିଲ୍ଲା ଦିବ୍ୟାଙ୍ଗ ସଙ୍ଘ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଗୋପବନ୍ଧୁ ମୁନିସିପାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସହ ଆଲୋଚନା କରିଥିଲେ |

ସେହି ଆଲୋଚନା ଅନୁଯାଇ ପ୍ରତ୍ୟକ ଦିବ୍ୟାଙ୍ଗ ପିଲାଙ୍କ ପ୍ରତି ନଜର ରଖିଥିଲେ ଓ ପିଲା ବିନା କୌଣସି ଅସୁବିଧାର ସମୁଖୀନ ନ ହୋଇ ପରୀକ୍ଷା ଦେଇଥିଲେ | ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏ ଶିକ୍ଷକ ଶିକ୍ଷୟତ୍ରୀ ଦିବ୍ୟାଙ୍ଗ ପିଲାଙ୍କୁ ବାଟ କଡାଇ ନେବାଠାରୁ ଆରମ୍ଭ କରି ରୋଲ ନମ୍ବର ଅନୁସାରେ ବସାଇବା ଦାଇତ୍ୱରେ ରହିଥିଲେ | ଏହି ଦିବ୍ୟାଙ୍ଗ ପିଲାଙ୍କୁ ପିଇବା ନିମନ୍ତେ ପାଣିର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: