ବିଜେଡି ଆଜି ନିଜ ପଞ୍ଚାୟତରେ ନିଜର ବିଜୟ ଦିବସ ପାଳିତ

0
320
ବିଜେଡି ଆଜି

ରିପୋର୍ଟ : ନରତ୍ତମ ପାଢୀ //
ବିଷମ କଟକ, ରାୟଗଡା, (୨୦/୦୩) : ରାୟଗଡା ଜିଲ୍ଲା ର ବିଷମ କଟକ ବ୍ଲକ ଅନ୍ତର୍ଗତ ଭାତପୂର ଗ୍ରାମ ପଞ୍ଚାୟତ ରେ ବିଜେଡି ଆଜି ବିଷମ କଟକ ସମିତି ଅଧ୍ୟକ୍ଷା ଶ୍ରୀମତୀ ଯୋଷଦା ହୁଇକାଙ୍କ ଦ୍ୱାରା ବିଜୟ ଉତ୍ସବ ପାଳନ କରାଯାଇଥିଲା |351a00cb edfa 4069 9887 6c848287d5e2 ବିଜେଡି ଆଜି ନିଜ ପଞ୍ଚାୟତରେ ନିଜର ବିଜୟ ଦିବସ ପାଳିତ

ତାଙ୍କ ସହ ସମିତି ର ସମେତ ସଭ୍ୟ ଓ ସରପଞ୍ଚ ମାନେ ଦେବୀପ୍ରସାଦ ପଟ୍ଟନାୟକ, ନାନୁ ପଣ୍ଡା, ଗୋପାଳ କୃଷ୍ଣ ପଟ୍ଟନାୟକ, ଜୟରାମ ହିକକା, ରୁମା ହୁଇକା, କୁନା ପାତ୍ର ଭାତପୁର ଗ୍ରାମ ପଞ୍ଚାୟତ ର ହଜାର ହଜାର ବିଜୁ ଜନତା ଦଳ ର କର୍ମୀ ତରଫରୁ ଉତ୍ସବ ପାଳନ କରାଯାଇଥିଲା । ବିଜେଡି ଆଜି ନିଜ ପଞ୍ଚାୟତରେ ନିଜର ବିଜୟ ଦିବସ ପାଳନ କଲାବେଳେ ପୂର୍ବତନ ସରପଂଚ ଶ୍ରୀ ଗଙ୍ଗା ରାଜୁ ହୂଇକା ଏବଂ ବିଜୁ ଜନତା ଦଳ ର ଅଭିନନ୍ଦନ ଜଣାଇବା ସହିତ ବିଜୁ ଜନତା ଦଳ ନେତା ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲ ।