Advertisements
Sunday, May 31, 2020
Home District News ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବକୁ ଦାବି

ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବକୁ ଦାବି

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ବ୍ଲକ ଭଣ୍ଡାର ଗ୍ରାମ ପଂଚାୟତ ପିତେଇପାଲି ଗ୍ରାମର ବିଜେ ସୁନା ମଧୁମେୟ ରୋଗରେ ପୀଡିତ ହୋଇ ପ୍ରାୟ ୪ମାସ ତଳେ ମୃତ୍ୟୁ ବରଣ କରିଥିଲେ |

ତାଙ୍କର ବିଧବା ପତ୍ନୀ ବାସନ୍ତୀ ଓ ଦୁଇ ଝିଅ ଅଞ୍ଜଳି (୯) ଓ ସୁବଳୟ (୭) ଅଛନ୍ତି | ବଡ ଝିଅ ୪ର୍ଥ ଶ୍ରେଣୀ ଓ ସାନ ଝିଅ ୨ୟ ଶ୍ରେଣୀ ରେ ପଢୁଛନ୍ତି | ବାସହୀନ ଅବସ୍ଥାରେ ସପରିବାର ଅନ୍ୟଘରେ ଆଶ୍ରୟ ନେଇଛନ୍ତି | ତାଙ୍କ ସ୍ୱାମୀଙ୍କ ନାମରେ ଥିବା ଖାଉଟି କାର୍ଡ ହଜିଯାଇଥିବାରୁ ଖାଉଟି ସାମଗ୍ରୀ ପାଉନଥିବା କହିଛନ୍ତି ବାସନ୍ତୀ | ଝିଅ ଅଞ୍ଜଳି ସ୍କୁଲରୁ ଫେରି ଆଖ ପାଖ ଗାଁ ରେ ଭିକ୍ଷାବୃତ୍ତି କରେ ବୋଲି କହିଛି ତାର ମା ବାସନ୍ତୀ | ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବାସନ୍ତୀଙ୍କ ନାମରେ ଖାଉଟି କାର୍ଡ ଓ ବାସସ୍ଥାନ ପାଇଁ ସରକାରୀ ଆବଶ୍ୟକ ଜମି ସମେତ ଆବାସ ଯୋଜନାରେ ଖଣ୍ଡିଏ ପକ୍କାଘର ଯୋଗାଇ ଦେବାକୁ ଦାବି ହେଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: