Advertisements
Saturday, July 4, 2020
Home Children Issue ମାଟ୍ରିକ ପରୀକ୍ଷାକୁ ନିରପେକ୍ଷ ଓ କପିମୁକ୍ତ କରିବାପାଇଁ ଉଦ୍ୟମ-ରାୟଗଡା ଜିଲ୍ଲା ପ୍ରଶାସନ

ମାଟ୍ରିକ ପରୀକ୍ଷାକୁ ନିରପେକ୍ଷ ଓ କପିମୁକ୍ତ କରିବାପାଇଁ ଉଦ୍ୟମ-ରାୟଗଡା ଜିଲ୍ଲା ପ୍ରଶାସନ

ରାୟଗଡା (ଗୋପୀନାଥ ଗୌଡ଼): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ନିରପେକ୍ଷ ଓ କପିମୁକ୍ତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚଳିତ ବର୍ଷ ଜିଲ୍ଲାରେ ୧୧,୬୦୩ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ବସିବେ। ଏଥିପାଇଁ ଜିଲ୍ଲାରେ ୪୮ଟି ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ, ଵର୍ତମାନ ସମସ୍ତ ପ୍ରଶ୍ନପତ୍ର ୧୧ଟି ନୋଡାଲ ସେଣ୍ଟରରେ ରଖାଯାଇଛି। ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ରହିଛି। ଚଳିତ ବର୍ଷ ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କୁଆଡ଼ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରଶ୍ନ ପତ୍ର ଗୁଡାକ ଆସିଥିବା ବେଳେ, ଆସନ୍ତା କାଲି ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରୁ କେନ୍ଦ୍ରକୁ ନିଆଯିବ। ତେବେ ରାୟଗଡା ଜିଲ୍ଲା ନକ୍ସଲ ପ୍ରବଣ କଲ୍ୟାଣ ସିଂଗପୁର,ବିଷମ କଟକ ଓ ମୁନିଗୁଡା ବ୍ଲକରେ ସମସ୍ତ ପ୍ରଶ୍ନପତ୍ର ଗୁଡିକ କଡା ସୁରକ୍ଷା ମଧ୍ୟରେ ରଖା ଯାଇଛି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: