Advertisements
Thursday, July 2, 2020
Home Farmer Issue ଚାଷୀ ମୂଲିଆ ଆଦିବାସୀ ସଂଘର ବିଶାଳ ରାଲି-ବନ୍ଧୁଗାଁ

ଚାଷୀ ମୂଲିଆ ଆଦିବାସୀ ସଂଘର ବିଶାଳ ରାଲି-ବନ୍ଧୁଗାଁ

କୋରାପୁଟ (ସୌମ୍ୟରଂଜନ ସାହୁ): ଆଦିବାସୀଙ୍କୁ ଦିଅ ଜମିର ଅଧିକାର । ଏହି ଦାବି ନେଇ ଅଲ ଇଣ୍ଡିଆ କ୍ଷେତ ମଜଦୂର ସଂଘ ସହ ଅନୁବନ୍ଧିତ ଚାଷୀ ମୂଲିଆ ଆଦିବାସୀ ସଂଘ ବନ୍ଧୁଗାଁରେ ଏକ ବିଶାଳ ରାଲିରେ ବାହାରି ସ୍ଥାନୀୟ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛି ।

ତେବେ ଗତ କିଛି ବର୍ଷ ଧରି ନିରବ ରହିଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ପ୍ରତିଷ୍ଠାତା ଓ ସଭାନେତ୍ରୀ କଣ୍ଡାଗିରି ଫାଇଡାମାଙ୍କ ନେତୃତ୍ବରେ ଆୟୋଜିତ ଏହି ପାରମ୍ପରିକ ଶୋଭାଯାତ୍ରାରେ ସଂଘର ଆବାହକ ଶ୍ରୀକାନ୍ତ ମହାନ୍ତି ଯୋଗ ଦେଇଥିବା ସୂଚନା ରହିଛି । ଦୀର୍ଘ ଦିନ ଧରି ଆଦିବାସୀମାନେ ଚାଷ କରୁଥିବା ସାହୁକାର ଜମିର ପଟ୍ଟା ଆଦିବାସୀଙ୍କୁ ପ୍ରଦାନ କରିବା । ଏହାସହ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ବାସିନ୍ଦା ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: