Thursday, March 28, 2024

Top 5 This Week

Related Posts

ରାମ ଚନ୍ଦ୍ର ହେଲେ ଗୁଡ଼ାରୀ କଲେଜ ଅଧ୍ୟକ୍ଷ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/୦୩) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଅନ୍ତର୍ଗତ ଖାରା ଡ଼ା ଗ୍ରାମରେ ଜନ୍ମିତ ଶ୍ରୀ ରାମ ଚନ୍ଦ୍ର ଦଳାଇ ଗୁଡ଼ାରୀ କଲେଜ ର ଅଧ୍ୟକ୍ଷ ହୋଇଛନ୍ତି ।

ସେ ୧୯୮୭ ମସିହାରେ ଗୁଡ଼ାରୀ ର +୨ କଲେଜ ରେ ଅଧ୍ୟାପକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ପ୍ରାଧ୍ୟାପକ ଭାବେ ମଧ୍ୟ ଏହି କଲେଜ ରେ କାର୍ଯ୍ୟ କରିଛନ୍ତି । ଉଛ ଶିକ୍ଷ୍ୟା ବିଭାଗ ର ଅନୁମୋଦନ କ୍ରମେ ସେ ଗୁଡ଼ାରୀ କଲେଜ ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ରାମ ଚନ୍ଦ୍ର ଜଣେ ଛାତ୍ର ଛାତ୍ରୀ ବତ୍ସଲ ଓ ମିଶ୍ର ଭାଷୀ ପ୍ରକୃତି ର ଲୋକ । ସେ ଦାୟିତ୍ଵ ନେବା ପରେ ଗୁଡ଼ାରୀ କଲେଜ ର ଭିତ୍ତି ଭୂମି ଓ ଗୁଣାତ୍ମକ ଶିକ୍ଷା ର ବିକାଶ କରିବେ ବୋଲି କହିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles