Advertisements
Saturday, July 4, 2020
Home Death Case ଜାତି ବାସନ୍ଦକୁ କେନ୍ଦ୍ରକରି କାନ୍ଧ ଦେଲେନି ସମାଜର ଲୋକ, ଟ୍ରାକ୍ଟରରେ ନିଆଗଲା ଶବ

ଜାତି ବାସନ୍ଦକୁ କେନ୍ଦ୍ରକରି କାନ୍ଧ ଦେଲେନି ସମାଜର ଲୋକ, ଟ୍ରାକ୍ଟରରେ ନିଆଗଲା ଶବ

ଖପ୍ରାଖୋଲ (ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମଟିଆଭାଟା ଗାଁରେ ଦେଖିବାକୁ ମିଳିଛି | ଏମିତି ଏକ କରୁଣ ଦୃଶ୍ୟ, ଜାତିଭେଦ ପରଂପରା ଯୋଗୁଁ ଶବକୁ ଟ୍ରାକ୍ଟରରେ ବୋହି ନେବା ଏକ ନୂଆ କଥା ନୂହେଁ |

ଏପରି ଘଟଣା ଘଟିଛି ମାଟିଆଭଟା ଗ୍ରାମରେ ତା.୧୯.୦୨.୨୦୧୯ରିଖ ମଙ୍ଗଳବାର ଦିନର ଘଟଣା କୁଞ୍ଜେ ବରିହା (୨୦) ପି.କବି ବରିହା ବହୁ ଦିନ ଧରି ଜ୍ବରରେ ପଡ଼ିତ ଥିଲେ | ତାଙ୍କୁ ବୁର୍ଲା ଡ଼ାକ୍ତର ଖାନାକୁ ନିଆଯାଇଥିଲା | ହେଲେ ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ | ପରେ ଗାଁକୁ ମୃତ୍ୟୁ ଶବ ଅଣାଗଲା ପରେ ଶବକୁ ଜାତି ଭାଇ ବୋହିବାକୁ ନ ଆସିବାରୁ ଶବକୁ ଟ୍ରାକ୍ଟରରେ ନେଇ ଶବ ଦାହ କରା ଯାଇଛି | ପରିବାରଟି ଦୀର୍ଘ ଦିନ ଧରି ଜାତି ବାସନ୍ଦ ଥିବାରୁ ଏପରି ଜଘନ୍ୟ ଘଟଣା ହୋଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: