Advertisements
Wednesday, July 8, 2020
Home Farmer Issue ବରୀ ତହସିଲ ଘେରିଲେ ଦ୍ୱୀପଞ୍ଚଳ ଉନ୍ନୟନ ପରିଷଦ

ବରୀ ତହସିଲ ଘେରିଲେ ଦ୍ୱୀପଞ୍ଚଳ ଉନ୍ନୟନ ପରିଷଦ

ବରୀ(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବରୀ ବ୍ଲକରେ ଆଜି ବରୀ ଦୀପାଞ୍ଚଳ ଉନ୍ନୟନ ପରିଷଦ ତରଫରୁ ୯ଦଫା ଦାବି ନେଇ ବରୀ ତହସିଲକୁ ଅନିଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ।

ଏହି ଧାରଣାରେ ୯ଦଫା ଗୁଡିକ ଏହିକି ଯେ ବରୀକୁ ସମ୍ପୂର୍ଣ୍ଣ ନିଶାମୁକ୍ତ, ବରୀର ଲୋକଙ୍କୁ ସ୍ୱାବଲମ୍ବି କରିବା, ବରୀର ସମସ୍ତ ନଦୀରେ ମଧୁର ଜଳ ପ୍ରବାହ ଓ ବର୍ଷା ଜଳକୁ ତୁରନ୍ତ ନିଷ୍କାସନ, ସମସ୍ତ ସରକାରୀ ସ୍କୁଲକୁ ଉପଯୁକ୍ତ ସଂଖ୍ୟକ ଶିକ୍ଷକ ଯୋଗାଇ ଦେବା, ବରୀର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟିଆ ଚିକିତ୍ସା ସହ ଉପଯୁକ୍ତ ଓ ଅଭିଜ୍ଞ ଡାକ୍ତର ଯୋଗାଇ ଦେବା, ଯାଜପୁରର ସମସ୍ତ କାର୍ଯ୍ୟାଳୟରେ ତୁରନ୍ତ ସ୍ବାସ୍ଥ୍ୟ ସେବା, ଫସଲକୁ ମାଙ୍କଡ଼ ଦୟାରୁ ରକ୍ଷା, ବରୀର ସମସ୍ତ କାର୍ଯ୍ୟାଳୟକୁ ସୁଦୃଢ ଭାବେ ନିର୍ମାଣ, ଦୁର୍ଘଟଣା ଘଟୁଥିବା ରାସ୍ତାକୁ ପ୍ରଶସ୍ତ ରାସ୍ତାରେ ପରିଣତ କରିବା ଇତ୍ୟାଦି ଦାବି ନେଇ ବରୀ ତହସିଲକୁ ଅନିଦିଷ୍ଟକାଳ ପାଇଁ ଅଚଳ କରିଦେଇଥିଲେ।ସୂଚନା ଅନୁସାରେ ପୂର୍ବରୁ ପରିଷଦ ଏ ନେଇ ବହୁବାର ତହସିଲଦାର ଙ୍କୁ ଭେଟି ଦାବି ପତ୍ର ଦେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ବାଧ୍ୟ ହୋଇ ଗଣ ଆନ୍ଦୋଳନ ର ରାସ୍ତା ବାଛିଥିବା ପରିଷଦ ର କିଛି ସଦଷ୍ୟ ସୂଚନା ଦେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

ପଦ୍ମପୁର ଭେଉଁରିଆ ଓ ଜମଲା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୮ ୵ ୭ ୵ ୨୦୨୦): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ,...

ଜର୍ଜଗଡରେ ବନ ମହୋତ୍ସବ ପାଳିତ ,୨୦୦ ଚାରା ରୋପଣ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୭ ୵ ୭ ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜର୍ଜଗଡ ଠାରେ ବୁଧବାର ୭୧ ତମ...

ଆୟୁଷ ଡାକ୍ତର ଙ୍କ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୭/୦୭): ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିଚାଲିଛି।ଏ ଭିତରେ ଅନେକ ନିରୀହ...

Recent Comments

%d bloggers like this: