Advertisements
Monday, July 13, 2020
Home Government News ଶୁଣି ହେଉନି ଆକାଶବାଣୀ, ପହଞ୍ଚିପାରୁନି ଏଫଏମ

ଶୁଣି ହେଉନି ଆକାଶବାଣୀ, ପହଞ୍ଚିପାରୁନି ଏଫଏମ

ଜୟପୁର(ସୌମ୍ୟରଂଜନ ସାହୁ): ଜୟପୁର ଆକାଶବାଣୀରେ କାର୍ଯ୍ୟକ୍ରମ ହେବ ଯେପରି ଅରଣ୍ୟରେ ରୋଦନ | କାହିଁକି ନା ଏଠି ଅଳ୍ପ ସଂଖ୍ୟକ କର୍ମଚାରୀ ନିଜ ଦକ୍ଷତାର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି |

କିନ୍ତୁ ତାହା ସେତିକି ଶ୍ରୋତାଙ୍କ ପାଖରେ ପହଂଚି ପାରୁନି, ଯେତିକି କଳାକାର ପରିଶ୍ରମ କରୁଛନ୍ତି | ଏହାର ପ୍ରମୁଖ କାରଣ ହେଲା ରେଡ଼ିଓ ର ବ୍ୟବହାର କମିବା ଓ ମୋବାଇଲ ର ଚାହିଦା ବଢିବା | ବର୍ତ୍ତମାନ ୧୦୦କିଲୋୱାଟ ସର୍ଟୱେବ ଓ ୫୦କିଲୋୱାଟ ମିଡ଼ିଅମ ଟ୍ରାନ୍ସଫର୍ମର ଯୋଗେ ପ୍ରସାରଣ ହେଉଛି | ଯାହାକି କେବଳ ରେଡ଼ିଓ ଶ୍ରୋତାଙ୍କ ପାଖରେ ପହଞ୍ଚିପାରୁଛି | କିନ୍ତୁ ଏଫଏମ ଯୋଗେ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତା ଜୟପୁର କେନ୍ଦ୍ରଠାରୁ ପ୍ରାୟ ୧୦କିମି ପରିସୀମା ଭିତରେ ଏହି ସୁବିଧା ପାଉଥିବା ବେଳେ ଏହି ସୀମାରୁ ଦୂରେଇଗଲେ ଏଫଏମ କାମକରୁନାହିଁ | ଏହି ସମସ୍ୟା ଥିବା ପ୍ରୋଗ୍ରାମ ଏକଜିକ୍ୟୁଟିଭ ସ୍ୱୀକାର କରିବା ସହ ବଜେଟ ଅନୁଯାୟୀ ବିଭାଗ ଏ ପଦକ୍ଷେପ ନେବ ବୋଲି କହିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଚରାରୋପଣ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୧୩.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଝରିଗାଁ ଥାନା କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ ପରିସରରେ ଚାରାରୋପଣ...

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

Recent Comments

%d bloggers like this: